ମାପ୍ରୁ ଆରିତରେକ୍ ଆଇବାଟା
13 ଏ ବାଇବଇନିମନ୍, ଆସା ନ କର୍ବା ବିନ୍ ଲକ୍ମନର୍ ପାରା ଦୁକ୍ ଚିନ୍ତା ଅଇ ରୁଆନାଇ । ଏଟାର୍ପାଇ ତମେ ମରିଜାଇରଇବା ଲକ୍ମନର୍ ବିସଇ ଜାନିରୁଆ । 14 କାଇକେବଇଲେ ଜିସୁ ମରିକରି ଆରିତରେକ୍ ଉଟିଆଚେ ବଲିକରି ଆମେ ବିସ୍ବାସ୍ କଲୁନି । ତେବେ ଆମେ ଡାଟ୍ ସଙ୍ଗ୍ ଜାନି ଆଚୁ କି, ଜନ୍ ଲକ୍ମନ୍ ଜିସୁକେ ବିସ୍ବାସ୍ କରି ମରିଆଚତ୍, ସେ ଆରିତରେକ୍ ଆଇଲେ ପର୍ମେସର୍ ତାର୍ ସଙ୍ଗ୍ ସେମନ୍କେ ଦାରିଜାଇସି ।
15 ୪:୧୫ ୧ମ କରନ୍ତିୟ ୧୫:୫୧,୫୨ ଏବେ ଆମେ ତମ୍କେ ଜନ୍ ସିକିଆ ଦେଲୁନି, ସେଟା ମାପ୍ରୁର୍ ସିକିଆ । ମାପ୍ରୁ ଆଇବା ବେଲେ ଜେତ୍କି ଲକ୍ ଆମେ ନ ମରିକରି ଜିଇ ଆଚୁ, ଆମେ ଦେକ୍ବା ଆଗ୍ତୁ ମରିଜାଇରଇବା ବିସ୍ବାସିମନ୍ ମାପ୍ରୁକେ ଦେକ୍ବାଇ । 16 କାଇକେବଇଲେ ମାପ୍ରୁ ନିଜେ ଆଦେସ୍ ଦେଇ, ମୁକିଆ ଦୁତର୍ ସର୍ ଆରି ପର୍ମେସରର୍ ବାଜାମଇରି ସଙ୍ଗ୍ ସର୍ଗେ ଅନି ଉତର୍ସି । ଜିସୁକିରିସ୍ଟକେ ବିସ୍ବାସ୍କରି ଜନ୍ଲକ୍ମନ୍ ମରିଆଚତ୍ ସେମନ୍ ତେଇ ପର୍ତମେ ଉଟ୍ବାଇ । 17 ତାର୍ପଚେ ଆମେ ଜେତ୍କି ଲକ୍ ଜିବନ୍ ରଇବୁ, ସେବେଲେ ମେଗ୍ମାଲାଇଅନି ସେମନର୍ସଙ୍ଗ୍ ଉତ୍ରିକରି ସବୁବେଲେ ମାପ୍ରୁର୍ ସଙ୍ଗ୍ ସରଗ୍ପୁରେ ରଇବୁ । 18 ଏସବୁ କାତାମନ୍ ସୁନାଇକରି ତମେ ନିଜର୍ ନିଜର୍ ଲକ୍ମନ୍କେ ସାଆସ୍ କରାଆ ।