17 ସାସ୍ତର୍ କଇଲାପାରା "ଜେ ବଡ୍ପନ୍ ଅଇବାକେ ମନ୍ କଲାନି, ସେ ମାପ୍ରୁ କଲା କାମେସେ ବଡ୍ପନ୍ ଅଇବାର୍ ଆଚେ ।" 18 କାଇକେ ବଇଲେ ଗଟେକ୍ ଲକ୍ ନିଜେ ବଲ୍ ବଲାଇଅଇଲେ, ମାପ୍ରୁ ତାକେ ଅଦିକାର୍ ନ ଦେଏ । ମାତର୍ ମାପ୍ରୁ ଦେକ୍ବା ଇସାବେ ଜେ ନିକ, ସେ ତାର୍ ନିଜର୍ ଲକ୍ ଅଇସି ।
Publicidade
Publicidade