ଜିସୁର୍ ଲାଗି ଜିତ୍ବାଟା
14 ମାତର୍ ପର୍ମେସର୍ ଦନିଅବାଦ୍ ପାଅ । କିରିସ୍ଟତେଇ ମିସିରଇଲାର୍ପାଇ ତାର୍ ଜିତ୍ଲା ଦଲର୍ ଦାଡିତେଇ ବନ୍ଦି ଲକର୍ ଇସାବେ ପର୍ମେସର୍ ଆମ୍କେ ସବୁବେଲେ ଡାକିନେଲାନି । ସବୁଲକ୍କେ କିରିସ୍ଟର୍ ବିସଇ ଜାନାଇବାକେ ସେ ଆମର୍ ଦେଇକରି କାମ୍ କଲାନି । ଜନ୍ଟା କି ଦୁପ୍ ପାରା ସବୁ ଜାଗାଇ ବାସ୍ନା ମାର୍ସି । 15 କାଇକେବଇଲେ ଆମେ କିରିସ୍ଟ ପର୍ମେସର୍କେ ପଡାଇ ଦେଇତେରଇବା ଦୁପ୍ ପାରା ଆଚୁ । ଆମେ ଜାନାଇତେରଇବା ସୁବ୍କବର୍ ଗଟେକ୍ ସୁନ୍ଦର୍ ବାସ୍ନା ପାରା ସବୁଲକ୍କେ ଗାଲାନି । ଗଟେକ୍ ବାଟର୍ ଲକ୍ମନ୍ ଆଜିଗାଲାଇନି, ଆରି ଗଟେକ୍ ବାଟର୍ ଲକ୍ମନ୍ ରକିଆ ପାଇଲାଇନି । 16 ଜନ୍ ବାଟର୍ ଲକ୍ମନ୍ ଆଜିଗାଲାଇନି, ସେମନର୍ପାଇ ସେଟା ଗନ୍ଦ୍ । ଆରି ସେଟା ମର୍ବା ବାଟେ ଡାକିନେଇସି । ମାତର୍ ଜନ୍ ବାଟର୍ ଲକ୍ ରକିଆ ପାଇଲାଇନି, ସେଟା ସେମନ୍କେ ସୁନ୍ଦର୍ ବାସ୍ନା । ଆରି ସେଟା ନ ସାର୍ବା ଜିବନ୍ତେଇ ଡାକିନେଇସି । ଏ ଆବଡ୍ କାମ୍ କେ ମିସା କରି ନାପାରତ୍ । 17 କେତେକ୍ ଲକ୍ମନ୍ ପର୍ମେସରର୍ ବାକିଅ ବେବାର୍ କର୍ତେରଇବା ଜିନିସ୍ ପାରା ବାଇବାଇ, ମାତର୍ ଆମେ ସେନ୍ତାର୍ ନାଇ । କାଇକେବଇଲେ ପର୍ମେସର୍ ଆମ୍କେ ପାଟାଇଆଚେ । କିରିସ୍ଟର୍ ଗତିଦାଙ୍ଗ୍ଡା ଇସାବେ, ଆମେ ତାର୍ ମୁଆଟେ ସତ୍ ବାକିଅ ଜାନାଇବୁ ।