8 ଆମେ ସବୁ ରକାମର୍ ଦୁକ୍କସ୍ଟ ଅଇକରି ଗାଲୁନି, ଏଲେ ମିସା କସ୍ଟ ପାଉ ନାଇ । କେବେ କେବେ କାଇଟା କର୍ବୁ ବଲି ଗିଆନ୍ ନ ରଇଲା ଲକର୍ପାରା ଅଇଲୁନି, ଅଇଲେମିସା ମନ୍ଦୁକ୍ କରୁ ନାଇ । 9 ସତ୍ରୁମନର୍ ଟାନେଅନି ଉଡା ସୁନି ସୁନି ରଇଲୁ, ଏଲେମିସା ମାପ୍ରୁ ଆମ୍କେ ଚାଡେ ନାଇ । ଆମର୍ ଗାଗ୍ଡେ କେତେକ୍ କେତେକ୍ ମାଡ୍ ଅଇଲା । ଅଇଲେ ମିସା ମାପ୍ରୁ ଆମ୍କେ ବିନାସ୍ ଅଇବାକେ ଦେଏନାଇ ।
Publicidade
୨ୟ କରନ୍ତିୟ 4
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.