ବିସ୍ବାସ୍ ନ କଲା ଲକ୍ମନର୍ ଟାନେ ଜାଚାଇ ଉଆନାଇ
14 ତମେ ବିସ୍ବାସ୍ ନ କର୍ବା ଲକ୍ମନର୍ ସଙ୍ଗ୍ ମିସିକରି କାମ୍ କରାନାଇ । ସେ କାମ୍ କେବେମିସା ନ ଅଏ । କାଇକେବଇଲେ ସତ୍ ଆରି ମିଚ୍ ମିସାଇ ନ ଅଏ । ଉଜଲ୍ ଆରି ଆନ୍ଦାର୍ ନ ମିସତ୍ । 15 କିରିସ୍ଟ ଆରି ସଇତାନ୍ କାଇ ବିସଇଟାନେ ମିସା ରାଜି ନ ଅଅତ୍ । ଗଟେକ୍ ବିସ୍ବାସ୍ କର୍ବା ଲକ୍ ଆରି ଗଟେକ୍ ବିସ୍ବାସ୍ ନ କର୍ବା ଲକ୍, ଗଟେକ୍ ଟାନେ ମିସିକରି ନ ରଅତ୍ । 16 ୬:୧୬ ୧ମ କରନ୍ତିୟ ୩:୧୬;୬:୧୯ପର୍ମେସରର୍ ମନ୍ଦିରେ ପୁତ୍ଲା ପୁଜା କର୍ବାର୍ ନ ଅଏ । ଆମେ ପର୍ମେସରର୍ ମନ୍ଦିର୍ ପାରା । କାଇକେବଇଲେ ଜିବନ୍ ରଇବା ପର୍ମେସର୍ ଆମର୍ ବିତ୍ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ
" ଜନ୍ ଲକ୍ମନ୍ ମର୍ ଲକ୍,
ମୁଇ ସେମନର୍ ସଙ୍ଗ୍ ରଇବି ।
ତାକର୍ ବିତ୍ରେ ଚାଲାବୁଲା କର୍ବି । ମୁଇ ସେମନର୍ ପର୍ମେସର୍ ଅଇବି ।
ଆରି ସେମନ୍ ମର୍ ଲକ୍ ଅଇବାଇ ।"
17 ତେବେ ମାପ୍ରୁ କଇଲାନି,
" ଜନ୍ ଲକ୍ମନ୍ ମର୍ ସଙ୍ଗ୍ ଆସତ୍ ନାଇ,
ସେ ମାନ୍ଦାଇ ଅନି ଚାଡି କରି ବେଗ୍ଲି ଉଟିଆସା ।
ସୁକଲ୍ ନ ରଇବା କାଇଟା ମିସା ଚିଆନାଇ ।
ସେନ୍ତାର୍ଆଲେ ମୁଇ ତମ୍କେ ଡାକିନେବି ।"