ମିଚ୍ ସିକିଆ ଦେଉମନ୍
1 ପୁର୍ବେ ପର୍ମେସରର୍ ଲକ୍ମନର୍ ବିତ୍ରେ ମିଚ୍ କାତା କଇବା ବବିସତ୍ବକ୍ତାମନ୍ ମିସା ରଇଲାଇ । ସେନ୍ତାରିସେ ତମର୍ ବିତ୍ରେ ମିସା ମିଚ୍ ସିକାଉମନ୍ ରଇବାଇ । ପର୍ମେସରର୍ ବିସଇ ସେମନ୍ ମିଚ୍ଟା ସିକାଇବାଇ । ଜନ୍ ଲକ୍ମନ୍ ସେ କାତା ବିସ୍ବାସ୍ କର୍ବାଇ, ସେମନ୍ ବିନାସ୍ ଅଇଜିବାଇ । ସେମନ୍କେ ମୁକ୍ଲାଇଲା ନିଜର୍ ମୁକ୍ତିକାରିଆକେ ସେମନ୍ ଚାଡିଦେବାଇ । ସେନ୍ତାରି କଲାର୍ ପାଇ ପର୍ମେସର୍ ସେମନ୍କେ ଦାପ୍ରେ କୁରୁପ୍ନାସ୍ କର୍ସି । 2 ବିସ୍ବାସି ବଲାଇଅଇବା ବେସି ଲକ୍ମନ୍ ତାକର୍ କାରାପ୍ ଚଲାଚଲ୍ତି ଦାର୍ବାଇ ଆରି ସତ୍ ବାଟର୍ ବିସଇନେଇ କାରାପ୍ କାତା କଇ ବୁଲ୍ବାଇ । 3 ଏନ୍ତାଟା ସିକାଉମନ୍ ଲବ୍ ଅଇକରି ନିଜେ ତିଆର୍ କରିରଇବା କାତା କଇକରି ତମ୍କେ ନାଡାଇବାଇ । ସେନ୍ତାରି ଲକ୍ମନ୍କେ ଡଣ୍ଡ୍ ଦେବି ବଲି ପର୍ମେସର୍ କାତା ଦେଇରଇଲା । ଆରି ସେଟା କର୍ବାକେ ସେ ଏବେ ଜାଗିଆଚେ । ସେ ସେମନ୍କେ କୁରୁପ୍ନାସ୍ କର୍ସି ଆକା ।
18 ସେମନ୍ ଲକ୍ମନ୍କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍ ତେଇ କାଇଟା ନ ରଏ । ଗାଗଡ୍ ମନ୍ କଲା ସବୁ ଗୁନ୍ଚଲନ୍ କରିଅଇସି ବଲି ସେମନ୍ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍ତି କରି ଆଇତେରଇବା ଲକ୍ମନ୍କେ ସୁତ୍ରାଇକରି ନେବାଇ । 19 ତାକର୍ ସିକିଆ ମାନିକରି ରଇଲେ ମୁକ୍ତି ମିଲ୍ସି ବଲି ସେମନ୍ ସପତ୍ କର୍ବାଇ । ମାତର୍ ସେମନ୍ ନିଜେ କାରାପ୍ ଚଲାଚଲ୍ତିର୍ ଗତିଦାଙ୍ଗ୍ଡା ଅଇଆଚତ୍ । ସେ କାରାପ୍ ଚଲାଚଲ୍ତି ସେମନ୍କେ କୁରୁପ୍ନାସ୍ କର୍ସି । ଜଦି ଗଟେକ୍ ଲକ୍କେ କାରାପ୍ ଅବିଆସ୍ ଦାରିଆଚେ, ସେ ତାର୍ ଗତିଦାଙ୍ଗ୍ଡା ।