9 ୨:୯ ମାତିଉ ୨୪:୨୪ସେ କାରାପ୍ ଲକ୍, ସଇତାନର୍ ବପୁ ପାଇକରି ଆଇସି । ଆରି କାବା ଅଇବା କାମ୍ମନ୍ କରି ଦେକାଇସି । 10 କେତେ କେତେ ଲକ୍ମନ୍ ସେ କର୍ବା କାମେ ଜାଇ କିଲ୍ବିଲ୍ ଅଇବାଇ ଆରି ନସ୍ଟ ଅଇଜିବାଇ । ଜନ୍ ସତ୍ ମାନିକରି ସେବାଟେ ଗାଲେ, ସେମନ୍ ନ ସର୍ବା ଜିବନ୍ ପାଇତାଇ, ସେଟା ଚାଡିଦେଇରଇବା ଲାଗି ସେମନ୍କେ ଏ ଦସା ଅଇସି ।
Publicidade