2 ଏ ମର୍ ଆଲାଦର୍ ମଇତର୍, ତମେ ଗାଗଡ୍ ଇସାବେ ବପୁ ଉଆ ଆରି ତମର୍ ସବୁ କାମ୍ ନିକ ଅ ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ମୁଇ ଜାନି, ତମେ ଆତ୍ମାଇ ମିସା ନିକସେ ଆଚାସ୍ । 3 ପର୍ମେସରର୍ ସତ୍ ବାଟ୍ ଇସାବେ ତମେ ଚଲାଚଲ୍ତି କଲାସ୍ନି ବଲି କେତେଟା ସଙ୍ଗର୍ ବିସ୍ବାସି ବାଇମନ୍ ଇତି ଆସିକରି ଆମ୍କେ କଇଲାଇ । ଆରି ତମେ ସେନ୍ତାରିସେ ଚଲାଚଲ୍ତି କଲାସ୍ନି ବଲି ମୁଇ ଜାନି । 4 ମର୍ ପିଲାମନ୍ ସତ୍ ଇସାବେ ଚଲାଚଲ୍ତି କଲାଇନି ବଲି ସୁନ୍ଲାତେଇଅନି ଆରି କାଇ ବିସଇ ମକେ ସାର୍ଦା ନ କରାଏ ।
Publicidade