4 ସେ ଡରିକରି ସରଗର୍ ଦୁତ୍ବାଟେ ଦେକିକରି କଇଲା, "କାଇଟା ବଲି କଇଲୁସ୍ନି ମାପ୍ରୁ ?"
ସରଗର୍ ଦୁତ୍ କଇଲା, "ପର୍ମେସର୍ ତର୍ ପାର୍ତନା ଆରି ଦୁକିରକିମନ୍କେ ଦାନ୍ କର୍ବାଟା ଦେକି ସାର୍ଦା ଅଇଲା । ଆର୍ ବାଦୁଲେ କାଇଟାଆଲେ ଦେବାକେ ସେ ମନ୍ କଲାନି ।