କରନ୍ତିୟ ନଅରେ ପାଉଲର୍ ସେବାକାମ୍
1 ତାର୍ପଚେ ପାଉଲ୍ ଆତେନ୍ସ୍ ଚାଡି କରନ୍ତିଅ ଗାଲା । 2 ତେଇ ପନ୍ତସ୍ତେଇ ଜନମ୍ କରିରଇବା ଆକିଲା ନାଉଁର୍ ଗଟେକ୍ ଜିଉଦିକେ ବେଟ୍ ଅଇଲା । ବଡ୍ ସାସନ୍କାରିଆ କଲଡିଅସ୍, ସବୁ ଜିଉଦିକେ ରମ୍ ଦେସ୍ ଚାଡ୍ବାକେ ଆଦେସ୍ ଦେଇରଇଲା । ସେଟାର୍ପାଇଁ, ସେ ଅଲପ୍ ଦିନ୍ ଆଗ୍ତୁ ତାର୍ ମାଇଜି ପିରିସ୍କିଲାର୍ ସଙ୍ଗ୍ ଇଟାଲିଅନି ଆସିରଇଲା । 3 ପାଉଲ୍ ସେମନ୍କେ ବେଟ୍ ଅଇବାକେ ଜାଇ ସେମନର୍ ସଙ୍ଗ୍ ରଇଲା । କାଇକେବଇଲେ ସେ ମିସା ସେମନର୍ ପାରା ତୁମ୍ ତିଆର୍ କରି ଜିଉନାକାଉନା କର୍ତେରଇଲା । 4 ଜିଉଦି ଆରି ଗିରିକ୍ ମନ୍ ମାପ୍ରୁକେ ଅଦିକ୍ ବିସ୍ବାସ୍ କରାଇବାକେ, ସବୁ ବିସ୍ରାମ୍ବାରେ ପାର୍ତନା ଗରେ ଆଲ୍ଚନା କର୍ତେ ରଇଲା ।
5 ସିଲା ଆରି ତିମତି ମାସିଦନିଆଇଅନି ବାଉଡି ଆଇଲା ପଚେ ପାଉଲ୍ ଜିଉଦିମନର୍ ଲଗେ ଜିସୁର୍ ସୁବ୍ କବର୍ ଜାନାଇବାକେ ପୁରାପୁରି ବେଲା ଦେଲା ଆରି ଜିସୁକେ ମସିଅ ବଲି ସାକି ଦେଲା । 6 ମାତର୍ ସେମନ୍ ତାକେ ବିରଦ୍ କରି ତାର୍ କୁଟ୍ ପାଁଚ୍ବାର୍ ଦାର୍ଲାଇ, ସେଟା ବିରଦ୍ କର୍ବା ଇସାବେ, ତାର୍ ବସ୍ତରର୍ ଦୁଲି ପାପ୍ଡିଦେଇ ସେ ସେମନ୍କେ କଇଲା, "ଜଦି ତମେ କୁରୁପ୍ନାସ୍ ଅଇସା, ତେବେ ସେଟାର୍ପାଇଁ ତମେ ନିଜେ ଦାଇ ଅଇସା । ମୁଇ ଏଟାର୍ପାଇ ଦାଇ ନଇ, ଏବେ ମୁଇ ଜିଉଦି ନଇଲା ଲକ୍ମନର୍ ଲଗେ ଜିବି ।" 7 ସେଟାର୍ପାଇଁ ସେ ସେମନ୍କେ ଚାଡି ପର୍ମେସର୍କେ ପାର୍ତନା କର୍ବା ତିତସ୍ ଜୁସ୍ତ ନାଉଁର୍ ଗଟେକ୍ ଜିଉଦି ନଇଲା ଲକର୍ ଗରେ ରଇବାକେ ଗାଲା । ଜୁସ୍ତର୍ ଗର୍ ପାର୍ତନା ଗର୍ ଲଗେ ରଇଲା । 8 ପାର୍ତନା ଗରର୍ ମୁକିଅ କିରିସ୍ପସ୍ ଆରି ତାର୍ କୁଟୁମର୍ ସବୁ ଲକ୍ ମାପ୍ରୁର୍ତେଇ ବିସ୍ବାସ୍ କଲାଇ ଆରି କରନ୍ତିଅର୍ ଅଦିକ୍ ଅଦିକ୍ ଲକ୍ ପାଉଲର୍ ସିକିଆ ସୁନି ବିସ୍ବାସ୍ କଲାଇ ଆରି ପାନିତେଇବୁଡି ଡୁବନ୍ ନେଲାଇ ।
9 ଗଟେକ୍ ରାତି, ପାଉଲ୍ ଦର୍ସନ୍ ଦେକ୍ଲା । ଦର୍ସନେ ମାପ୍ରୁ ତାକେ କଇଲା, "ଡର୍ ନାଇ, ଜାନାଇତେ ରଅ, ସେଟା ତେବାନାଇ । 10 କାଇକେ ବଇଲେ ମୁଇ ତର୍ ସଙ୍ଗ୍ ଆଚି । କେ ତମ୍କେ କାଇଟା କରି ନାପାରତ୍, କାଇକେବଇଲେ ଏ ନଅରେ ମର୍ ବେସି ଲକ୍ ଆଚତ୍ ।" 11 ସେଟାର୍ପାଇଁ ପାଉଲ୍ ପର୍ମେସରର୍ ବାକିଅ ସିକିଆ ଦେଇ, ତେଇ ବର୍ସେକ୍ ଚ ମାସ୍ ଜାକ ରଇଗାଲା ।