12 ଗାଲିୟନ୍ ଆକାୟର୍ ରମିଅ ସାସନ୍କାରିଆ ରଇଲା ବେଲେ, ଜିଉଦିମନ୍ ଏକ୍ଜୁଟ୍ଅଇ ପାଉଲ୍କେ ଦାରି ବିଚାର୍ନା ଜାଗାଇ ନେଲାଇ । 13 ସେମନ୍ କଇଲାଇ, "ଏ ଲକ୍ ଆମର୍ ନିୟମ୍ ବିରଦେ ପରମେସର୍କେ ପାର୍ତନା କର୍ବାକେ ଲକ୍ମନ୍କେ ସୁତ୍ରାଇଲାନି ।"
14 ପାଉଲ୍ କାତା ଅଇବାକେ ଗାଲାବେଲେ, ଗାଲିଅ ଜିଉଦିମନ୍କେ କଇଲା, "ଜଦି ଇତି କାଇ ଦସ୍ ନଇଲେ ଅପ୍ରାଦର୍ ବିସଇ ରଇସି, ତେବେ ତମର୍ ବିସଇ ସମାଲି କରି, ତମର୍ କାତା ସୁନ୍ବାଟା, ମର୍ ଇସାବେ ଟିକ୍ ଅଇସି । 15 ମାତର୍ ଏ କାତା ତମର୍ ବିଦିବିଦାନ୍ ଆରି ରିତିନିତିର୍ କାତା ଅଇଲାର୍ ପାଇ, ଏଟା ତମେ ଟିକ୍କର୍ବାଟା ନିକ ଅଇସି । ମୁଇ ଏନ୍ତି ବିଚାର୍ ନ କରି ।" 16 ଏନ୍ତି କଇକରି ସେମନ୍କେ ବିଚାର୍ନା ଜାଗାଇଅନି କେଦିଦେଲା । 17 ସେମନ୍ ପାର୍ତନା ଗରର୍ ମୁକିଆ ସସ୍ତନସ୍କେ ଦାରି ବିଚାର୍ନା ଜାଗାର୍ ମୁଆଟେ ମାଡ୍ମାର୍ଲାଇ । ମାତର୍ ଗାଲିଅ ସେଟାକେ ମନ୍ଦେଏ ନାଇ ।