28 ତେବର୍ପାଇ ତମେ ନିଜର୍ ବିସଇ ଆରି ସୁକଲ୍ଆତ୍ମା ତାର୍ ସତ୍ ଗିଆନେ ଜନ୍ ବିସ୍ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍ରତ୍ ଉଆ । ମେଣ୍ଡା ଚାରାଉ ଗଉଡ୍ପାରା ପରମେସରର୍ ମଣ୍ଡଲିର୍ ଜତନ୍ ନିଆ । ସେ ମଣ୍ଡଲିକେ ପରମେସର୍ ତାର୍ ନିଜର୍ ବନିଦେଇ ଗେନିଆଚେ । 29 ମୁଇ ଜାନିଆଚି, ମୁଇ ଗାଲାପଚେ ତମର୍ ବିତ୍ରେ ଅପର୍ବଲ୍ ଗଦଡୁର୍କାମନ୍ ଆଇବାଇ ଆରି ମେଣ୍ଡାରାସିକେ ଚିନ୍ ଚତର୍ କରିସେ ଚାଡ୍ବାଇ । 30 ବେଲା ଆଇସି, ତମର୍ ନିଜର୍ ଦଲର୍ କେତେ ଲକ୍ ବିସ୍ବାସିମନ୍କେ ମିଚ୍ କାତା କଇ ତାକର୍ ବାଟେ ଡାକି ନେବାଇ ।
Publicidade