ନ ଡର୍ବା ପାଇ ପାର୍ତନା
23 ପିତର୍ ଆରି ଜଅନ୍ ମୁକଲ୍ଲା ଦାପ୍ରେ ନିଜର୍ ଦଲେ ବାଉଡିଗାଲାଇ ଆରି ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ଜାଇଟା କଇରଇଲାଇ, ସେଟା ସେମନ୍କେ ଜାନାଇଲାଇ । 24 ବିସ୍ବାସିମନ୍ ସବୁ କାତା ସୁନ୍ଲା ପଚେ ଗଟେକ୍ ଅଇ ପର୍ମେସର୍କେ ଏ ପାର୍ତନା କଲାଇ, ଏ ମାପ୍ରୁ ! ସରଗ୍, ଦର୍ତନି, ସମ୍ଦୁର୍ ଆରି ତେଇ ରଇବା ସବୁ ବିସଇ ତମେସେ ତିଆର୍ କଲାସ୍ ! 25 ତମେ ସୁକଲ୍ ଆତ୍ମାଇଅନି ଆମର୍ ଆନିଦାଦିମନର୍ ଆରି ତମର୍ ଦାଙ୍ଗ୍ଡା ଦାଉଦର୍ ଟଣ୍ଡେଅନି ଏ କାତା ସୁନାଇ ରଇଲାସ୍ । ସେ କଇରଇଲା,
ଜିଉଦି ନଇଲା ଲକ୍ମନ୍ କାଇକେ ରିସା ଅଇଲାଇ ?
ଲକ୍ମନ୍ କାଇକେ ଚୁଚାଇ ସଡ୍ଜଁତର୍ କଲାଇ ?
26 ମାପ୍ରୁର୍ ବିରଦେ ଆରି
ତାକର ମସିଆର୍ ବିରଦେ
ଜଗତର୍ ରାଜାମନ୍ ଆରି ସାସନ୍କାରିଆମନ୍
ଜୁଜ୍ବାକେ ନିଜ୍କେ ତିଆର୍ ଅଇ ରୁଣ୍ଡ୍ଲାଇ ।
27 ୪:୨୭ ଲୁକ୍ ୨୩:୭-୧୧; ମାତିଉ ୨୭:୧,୨; ମାର୍କ ୧୫:୧; ଲୁକ୍ ୨୩:୧; ଜଅନ୍ ୧୮:୨୮,୨୯ କାଇକେବଇଲେ ଏ ନଅରେ ଏରଦ୍ ଆରି ପନ୍ତିୟ ପିଲାତ୍ ଇସ୍ରାଏଲିୟମନର୍ ସଙ୍ଗ୍ ଆରି ଜିଉଦି ନ ଅଇରଇବା ଲକର୍ସଙ୍ଗ୍ ମିସି ଜିସୁର୍ ବିରଦେ ଜଜ୍ନା କଲାଇ । ସେ ସେ ତମର୍ ସୁକଲ୍ ଦାଙ୍ଗ୍ଡା ଆରି ତମେ ବାଚ୍ଲା ମସିଅ । 28 ତମର୍ ବପୁ ଆରି ମନ୍ କଲାଟା ଇସାବେ ଜାଇଟା ସବୁ ଗଟାଇବାପାଇ ତମେ ଟିକ୍ କରି ରଇଲାସ୍, ସେମନ୍ ଗଟେକ୍ ଅଇ ସେ ସବୁ କର୍ବାକେ ଲାଗିପଡ୍ଲାଇ । 29 "ଏ ମାପ୍ରୁ, ସେମନ୍ ଆମ୍କେ ଜନ୍ ଦମକ୍ ଦେଲାଇ ଆଚତ୍ ସେ ବିସଇ ସୁନା ଆରି ନ ଡର୍ତେ ତମର୍ କାତା ଜାନାଇବାକେ ତମର୍ ଏ ଦାଙ୍ଗ୍ଡାମନ୍କେ ଡାଟ୍ କରା । 30 ନିମାନ୍ କର୍ବାକେ ତମର୍ ଆତ୍ ଲାମାଆ ଆରି ତମର୍ ସୁକଲ୍ ଦାଙ୍ଗ୍ଡା ଜିସୁର୍ ନାଏଁ ନ ଅଇବା କାମ୍ ଆରି କାବା ଅଇଜିବା କାମ୍ମନ୍ ସାଦନ୍ କରାଆ ।"
31 ସେମନ୍ ପାର୍ତନା କରିସାରାଇଲା ପଚେ ଜନ୍ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍ବୁଲିଗାଲା । ସେମନ୍ ସବୁ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲା । ଆରି ନ ଡର୍ତେ ପର୍ମେସରର୍ କାତା ଜାନାଇବାର୍ ଦାର୍ଲାଇ ।