ବିସ୍ବାସିମନ୍ ନିଜର୍ ନିଜର୍ ସଁମ୍ପତିକେ ବାଗ୍ ମିସ୍ବାଟା
32 ୪:୩୨ ପେରିତ୍ ୨:୪୪,୪୫ ସବୁ ବିସ୍ବାସିମନ୍ ଗଟେକ୍ ବିସଇ ଚିନ୍ତା କରି ମନ୍ କଲାଇ । କେ ମିସା ନିଜର୍ ସଁମ୍ପତି ନିଜର୍ ବଲି ଦାବି ନ କର୍ତେ ରଇଲାଇ । ତାକର୍ଟାନେ ଜେତ୍କି ରଇଲା ସେଟା ସବୁଲକ୍ ସମାନ୍ କରି ବାଟାସାଟା କର୍ତେ ରଇଲାଇ ।