ପୁର୍ନା ଆରି ନୁଆ ଜିବନ୍
5 ତମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ପାପ୍ କାମ୍ କର୍ତେରଇଲାସ୍, ସେଟାମନ୍ ଆରି କରାନାଇ । ଜେନ୍ତାରି କି ବେସିଆ କାମ୍, ସୁକଲ୍ ନ ରଇବା ଚଲାଚଲ୍ତି, ଗାଗଡର୍ ଲାଲ୍ସାଅଇବାଟା, କାରାପ୍ ବିସଇ ମନ୍ କର୍ବାଟା, ଆରି ଲବ୍ ଅଇବାଟା, ଏ ସବୁ ବିସଇ ପୁତ୍ଲାମନ୍କେ ଜୁଆର୍ କର୍ବାଟା ସଙ୍ଗ୍ ସମାନ୍ । 6 ଏ ସବୁ କାମେ ବୁଡିକରି ଜନ୍ଲକ୍ମନ୍ ପର୍ମେସରର୍ କାତା ନ ମାନତ୍, ସେମନ୍କେ ତାର୍ ବଡ୍ ରିସା ଆଇସି । 7 ପୁର୍ବେ ତମେ ମିସା ଏ ସବୁ କାମେ ମିସି ରଇକରି ସେନ୍ତାରି ଚଲାଚଲ୍ତି କର୍ତେରଇଲାସ୍ ।
8 ମାତର୍ ଏବେ ସେନ୍ତାରି ବିସଇ କରା ନାଇ । ଜେନ୍ତିକି ରିସା ଅଇବାଟା, ଇସାତଲା କର୍ବାଟା, ବିନ୍ଲକ୍କେ ଗିନ୍ କର୍ବାଟା, ନିନ୍ଦାକାତା କଇବାଟା, ଆରି ପିଟ୍ତେ କାତାକଇବାଟା ଚାଡିଦିଆସ୍ । 9 ୩:୯ ଏପିସିୟ ୪:୨୨ନିଜର୍ ନିଜର୍ ବିତ୍ରେ ମିଚ୍ କାତା କୁଆବଲା ଉଆନାଇ । କାଇକେ ବଇଲେ ତମେ ପୁର୍ନା ଗୁନ୍ଚଲନର୍ ସବୁ ଅବିଆସ୍ ଚାଡିଦେଇକରି,