କିରିସ୍ଟର୍ ଲଗେ ନୁଆଜିବନ୍
17 ତେବର୍ ପାଇ ମାପ୍ରୁର୍ ନାଉଁଦାରି ମୁଇ ତମ୍କେ ଜାଗର୍ତା କରିଦେଲିନି । ତମେ ଆରି ପର୍ମେସର୍କେ ନାଜାନ୍ଲା ଲକର୍ପାରା ଚଲାଚଲ୍ତି କରା ନାଇ । 18 ସେମନ୍ ଚିନ୍ତାକର୍ବାଟା ଚୁଚାଇସେ । ସେମନ୍ ପର୍ମେସରର୍ ବିସଇ ବୁଜି ନାପାରତ୍ । ଆରି ସେ ଦେଇରଇବା ଜିବନେ ଅନି ଦୁରିକେ ଆଚତ୍ । ସେମନ୍ ତାକର୍ ମନ୍ ଡାଟ୍ କଲାର୍ପାଇ ତାକେ ନାଜାନତ୍ । 19 ସେମନ୍ ପାପ୍ କାମ୍ କଲେ ମିସା, ବୁଲ୍ କଲି ବଲି ଲାଜ୍ କି ଦୁକ୍ ନ ଅଅତ୍ । ତେବର୍ପାଇ ସବୁରକାମର୍ ବେସିଆ କାମ୍ କର୍ବାଟାନେ ସର୍ପିଅଇ ଆଚତ୍ । ଏନ୍ତାରି କାମ୍ କରି କରି ଆରି କର୍ବାକେସେ ଲାଲ୍ସା ଅଇ ଆଚତ୍ ।