2 ୪:୨ କଲସିଅ ୩:୧୨,୧୩ତମେ ଲକ୍ମନର୍ ସଙ୍ଗ୍ ମିସାବିଡା ଅଇଲାବେଲେ, ପୁରାପୁରୁନ୍ ଦରମ୍ ଅଇ ସୁଆଲେ ରୁଆ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାର୍ପାଇ ସାଆସ୍ ଅଇ, ମୁର୍ଚିକରି ରୁଆ । 3 ଜନ୍ଟା କି ଗଟେକ୍ ମନ୍ ଅଇକରି ରଇବାକେ ସୁକଲ୍ଆତ୍ମା ଆମ୍କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ । 4 ଆମେ ସବୁ ବିସ୍ବାସି ବାଇବଇନିମନ୍ ଗଟେକ୍ ଗାଗଡ୍ ପାରା ଆରି ସବୁଲକ୍ ସମାନ୍ ଆତ୍ମା ମିଲାଇଆଚୁ । ସେନ୍ତାରିସେ ସମାନ୍ ଆସିର୍ବାଦ୍ ମିଲାଇବାକେ ସେ ଆମ୍କେ ଡାକ୍ଲାଆଚେ । 5 ଆମ୍କେ ଗଟେକ୍ ମାପ୍ରୁ ଆଚେ, ସମାନ୍ ସିକିଆଇ ବିସ୍ବାସ୍ କଲୁନି ଆରି ସମାନ୍ ଡୁବନ୍ ନେଲୁ ଆଚୁ। 6 ଗଟେକ୍ ପର୍ମେସର୍କେ ଆମେ ଉପାସନା କଲୁନି । ଜେ କି ସବୁର୍ ବାବା ଅଇଆଚେ । ସେ ଆମର୍ ବିତ୍ରେ ରଇକରି ଆରି ଆମ୍କେ ଦେଇକରି ସବୁର୍ ଉପ୍ରେ ସାସନ୍ କଲାନି ।
Publicidade