27 ଜେନ୍ତାରିକି ସାସ୍ତରେ ଲେକାଅଇଆଚେ,
" ଅଇରେ ବାଞ୍ଜି ମାଇଜି, ତୁଇ ସାର୍ଦା ଅ,
କେବେମିସା ପିଲାଜିଲା ପାଇବା ଦୁକାସୁକା
ଦାରାଇ ଅଇବାଟା ନାଜାନିରଇଲେ ମିସା
ଆଉଲି ଅଇ ତର୍ ସାର୍ଦା ସବୁକେ ଜାନାଇଦେସ୍ । କାଇକେବଇଲେ ମୁନୁସ୍ ସଙ୍ଗ୍
ବାସା ଅଇରଇବା ମାଇଜିର୍ ଟାନେଅନି ଗଟେକ୍ ଚାଡ୍ରି
ମାଇଜିର୍ ପିଲାଜିଲା ଅଦିକ୍ ଅଇସି । "
28 ଏ ବାଇବଇନିମନ୍ ତମେ ଇସାକର୍ ପାରା ପର୍ମେସର୍ ସପତ୍ କରି ପାଟାଇରଇବା ପିଲାଜିଲା ଅଇଗାଲାସ୍ । 29 ସେବେଲେ ଅବ୍ରାଆମର୍ ପିଲା ଜେ କି ଗାଗଡର୍ ଇସାବେ ଜନମ୍ ଅଇରଇଲା, ତାର୍ ସାନ୍ ବାଇକେ ସାଦ୍ବାନ୍ଦ୍ କଲା । ଜେ କି ପର୍ମେସରର୍ ଆତ୍ମା ଇସାବେ ଜନମ୍ ଅଇଲା । ସେଟା ଏବେ ମିସା ଅଇଲାନି ।