ତମର୍ ମୁକଲ୍ଲାଟା ଜତନ୍ କରା
1 ଏବେ ଆମେ ବାନ୍ଦ୍ନେଅନି ମୁକ୍ଲିଆଚୁ । ଆମ୍କେ କିରିସ୍ଟ ବାନ୍ଦନେଅନି ମୁକ୍ଲାଇଆଚେ । ସେଟାର୍ ପାଇ ଆମେ ବାନ୍ଦନ୍ କୁସ୍ଲାଇ ଡାଟ୍ ସଙ୍ଗ୍ ରଉଁ । ଆରି ତରେକ୍ ଗତିଦାଙ୍ଗ୍ଡାର୍ ବାନ୍ଦନେ ବାନ୍ଦିଅଇବାକେ ନ ଦେଉ ।
2 ମୁଇ ପାଉଲ୍ ଏବେ କଇଲିନି ସୁନା, ତମେ ଜଦି ପର୍ମେସରର୍ ମୁଆଟେ ଦରମ୍ ଅଇବାକେ ସୁନତ୍ ଅଇବା ରିତିନିତି ମାନ୍ଲାସ୍ନି, ତମ୍କେ କିରିସ୍ଟ ଆରି ଲଡାନାଇ ବଲି ତେଇଅନି ଜାନା ପଡ୍ଲାନି । 3 ଜନ୍ ଲକ୍ ସୁନତ୍ ଅଇବାକେ ଗାଲାନି, ମୁଇ ଆରିତରେକ୍ ତାକେ ଜାଗ୍ରତ୍ କରାଇଦେଲିନି ଜେ, ମସାର୍ ନିୟମ୍ ପୁରାପୁରୁନ୍ ମାନ୍ବାର୍ ଆଚେ । 4 ତମର୍ ବିତ୍ରେ ଜେତ୍କି ଲକ୍ ନିୟମ୍ ମାନ୍ଲାର୍ପାଇ ପର୍ମେସରର୍ ମୁଆଟେ ଦରମ୍ ଅଇବାକେ ଚେସ୍ଟା କଲାସ୍ନି, । ତମେ କିରିସ୍ଟତେଇ ଅନି ବିନେ ଅଇଆଚାସ୍, ଆରି ପର୍ମେସରର୍ ଜିବନ୍ ଦୁକାଇଲାତେଇଅନି ବାଇରେ ଆଚାସ୍ । 5 ମାତର୍ ଆମେ ଆସାକଲୁନି ଜେ, ପରମେସର୍ ଆମ୍କେ ତାର୍ ବିଚାର୍ ଇସାବେ ଦସ୍ ନଇଲା ଲକ୍ ବଲି କଇସି, ଜନ୍ ସୁକଲ୍ ଆତ୍ମାର୍ ବପୁ ବିସ୍ବାସର୍ ଲାଗି ଆମର୍ ବିତ୍ରେ କାମ୍ କଲାନି, ସେ ବପୁର୍ ଲାଗି ସେଟା ଅଇସିବଲି ଆମେ ଜାଗ୍ଲୁନି । 6 କାଇକେବଇଲେ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଜିଇଲେ କାଇଲେ, ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ମିସା ନାଇ । ଏକାଇ ଗଟେକ୍ସେ ଦର୍କାର୍ ରଇଲା ବିସଇ । ସେଟା ଅଇଲାନି, ବିସ୍ବାସେ ଡାଟ୍ ରଇ ଆଲାଦ୍ ସଙ୍ଗ୍ ଦାଇତେ ରଇବା କାମ୍ କର୍ବାର୍ ।