23 ଜିସୁ ତାକେ କଇଲା, "ତର୍ ବାଇ ଆରି ଜିବନ୍ ଅଇ ଉଟ୍ସି ।"
24 ମାର୍ତା ଜିସୁକେ କଇଲା, "ସେ ସାରାସାରି ଦିନେ ଆରିତରେକ୍ ଉଟ୍ବା ବେଲାଇ ଉଟ୍ସି, ଏଟା ମୁଇ ଜାନି ।"
25 ଜିସୁ ତାକେ କଇଲା, "ମୁଇ ଜିବନ୍ ଆରି ମରିକରି ଆରିତରେକ୍ ଉଟ୍ବା ଲକ୍ । ଜେ ମକେ ବିସ୍ବାସ୍ କର୍ସି, ସେ ମଲେ ମିସା, ବଁଚ୍ସି ।