37 ସେବେଲେ ପିଲାତ୍ ତାକେ ପାଚାର୍ଲା, "ଏନ୍ତି ବଇଲେ ତୁଇ କାଇ ଗଟେକ୍ ରାଜା ନଉଁସ୍ କି ?" ଜିସୁ କଇଲା, "ତୁଇସେ ମକେ ରାଜା ବଲି କଇଲୁସ୍ନି । ମୁଇ ସତ୍ ବାଟେ ସାକି ଦେବାକେ ଆକା ଜନମ୍ କରି, ଏ ଦୁନିଆଇ ଆସିଆଚି । ଜନ୍ଲକ୍ମନ୍ ସତ୍ କଜ୍ଲାଇନି, ସେମନ୍ସେ ମର୍ କାତା ସୁନ୍ବାଇ ।"
38 ପିଲାତ୍ ଜିସୁକେ କଇଲା "ଏନ୍ତି ବଇଲେ ସତ୍ ବିସଇ କାଇଟା ?" ପଚେ ସେ ଡାଣ୍ଡେ ବାରଇ କରି ଜିଉଦି ନେତାମନ୍କେ କଇଲା, "ଏ ଲକର୍ଟାନେ ଡଣ୍ଡ୍ ଦେବା ଏତ୍କି କାଇ ଦସ୍ ଦେକିନାଇ ।
ଜିସୁକେ ମରନ୍ ଡଣ୍ଡ୍ ପାଇ ଆଦେସ୍ ଆଇଲା
(ମାତିଉ ୨୭:୧୫-୩୧; ମାର୍କ ୧୫:୬-୨୦; ଲୁକ୍ ୨୩:୧୩-୨୫)