19 ୨:୧୯ ମାତିଉ ୨୬:୬୧;୨୭:୪୦; ମାର୍କ ୧୪:୫୮;୧୫:୨୯ଜିସୁ ସେମନ୍କେ କଇଲା, "ତମେ ଏ ମନ୍ଦିର୍ ବସ୍ଲାଇ ଦିଆସ୍ । ସେଟା ମୁଇ ତିନ୍ଦିନ୍ ବିତ୍ରେ ଆରିତରେକ୍ ତିଆର୍ କରିଦେବି ।"
20 ଜିସୁର୍ ଏ କାତା ସୁନି ସେମନ୍ କଇଲାଇ, "କାଇଟା ! ତିନ୍ଦିନ୍ ବିତ୍ରେ ତୁଇ ତିଆର୍ କରି ପାରୁସ୍ କି ? ଏ ମନ୍ଦିର୍ ତିଆର୍ କର୍ବାକେ ଚାଲିସ୍ ଚଅ ବରସ୍ ଲାଗିରଇଲା ।"
21 ମାତର୍ ଜିସୁ ତାର୍ ନିଜର୍ ଗାଗଡର୍ ବିସଇ ମନ୍ଦିର୍କେ ଦେକାଇ କରି ଏ କାତା କଇରଇଲା ।