4 ନିକଦିମ ତାକେ ପାଚାର୍ଲା, "ଡକ୍ରା ଅଇଲା ଲକ୍ କେନ୍ତି ଆରି ତରେକ୍ ଜନମ୍ ଅଇସି ? ସେ ଆରି ତରେକ୍ ମାଆର୍ ପେଟ୍ ବିତ୍ରେ ଜାଇକରି ଜନମ୍ ଅଇସି କି ? ନାଇ ଅଇ ନଏଁ ।"
5 ଜିସୁ ତାକେ କଇଲା, "ମୁଇ ତକେ ସତ୍କାତା କଇଲିନି, ଗଟେକ୍ ଲକ୍ ପାନି ଆରି ଆତ୍ମାଇଅନି ଜନମ୍ ନ ଅଇଲେ, ପର୍ମେସରର୍ ରାଇଜେ ଜାଇ ନାପାରେ । 6 ଗଟେକ୍ ନର୍ ଲକ୍ ତାର୍ ନର୍ ମାଆ ବାବାର୍ତେଇଅନି ଜନମ୍ ଅଇସି । ମାତର୍ ସୁକଲ୍ ଆତ୍ମା ତାର୍ ଆତ୍ମାଇ ନୁଆ ଜିବନ୍ ଦେଇସି ।