ସତ୍ ବିସଇ ତମ୍କେ ମୁକ୍ଲାଇସି
31 ଜିସୁ ତାର୍ଟାନେ ବିସ୍ବାସ୍ କରିରଇବା ଜିଉଦି ଲକ୍ମନ୍କେ କଇଲା, "ଜଦି ତମେ ମର୍ ସିକିଆ ମାନିକରି ତବିର୍ ଅଇ ରଇସା, ବଇଲେ ସତଇସେ ମର୍ ସିସ୍ ଅଇସା ।