ସତ୍ ବିସଇ ତମ୍କେ ମୁକ୍ଲାଇସି
31 ଜିସୁ ତାର୍ଟାନେ ବିସ୍ବାସ୍ କରିରଇବା ଜିଉଦି ଲକ୍ମନ୍କେ କଇଲା, "ଜଦି ତମେ ମର୍ ସିକିଆ ମାନିକରି ତବିର୍ ଅଇ ରଇସା, ବଇଲେ ସତଇସେ ମର୍ ସିସ୍ ଅଇସା । 32 ଆରି ତମେ ସତ୍ ବିସଇ ଜାନ୍ସା, ସେ ସତ୍ ତମ୍କେ ମୁକ୍ଲାଇସି ।"
33 ୮:୩୩ ମାତିଉ ୩:୯; ଲୁକ୍ ୩:୮ ଜିଉଦି ଲକ୍ମନ୍ ତାକେ କଲାଇ, "ଆମେ ଅବ୍ରାଆମର୍ ନାତିତିତିମନ୍, ଆରି ଆମେ କେବେ ମିସା କାର୍ ଗତିଅଇ ରଉନାଇ, ଏନ୍ତି ବଇଲେ ତମେ କେନ୍ତି ମୁକଲ୍ସା ବଲି କଇଲୁସ୍ନି ? ଏ କାତାର୍ ଅରତ୍ କାଇଟା ?"
34 ଜିସୁ କଇଲା, "ମୁଇ ତମ୍କେ ସତ୍ କାତା କଇଲିନି, ଜେ ପାପ୍ କର୍ସି, ସେ ପାପର୍ ଗତିଦାଙ୍ଗ୍ଡା । 35 ଗତିଦାଙ୍ଗ୍ଡା ଗଟେକ୍ ଗରେ ସବୁ ଦିନର୍ପାଇ ନ ରଏ । ମାତର୍ ସେ ଗରର୍ ପିଲାସେ ସବୁଦିନର୍ପାଇ ରଇସି । 36 ସେଟାର୍ପାଇଁ ମୁଇ ଜଦି ତମ୍କେ ମୁକ୍ଲାଇବି ବଇଲେ, ସତଇସେ ତମେ ମୁକଲ୍ସା ।