ଆଜିର୍ଲା ରୁପା ଟାଙ୍ଗା
8 ଏ କାତା ସୁନାଇ ଦେବାକେ ଜିସୁ ଆରି ଗଟେକ୍ କାତାନି ସେମନ୍କେ କଇଲା, "ଜଦି ଗଟେକ୍ ମାଇଜିର୍ ଦସ୍ଟା ରୁପାଟାଙ୍ଗା୧୫:୮ ଗଟେକ୍ ରୁପା ଟାଙ୍ଗାର୍ ଦାମ୍, ଗଟେକ୍ ଦିନର୍କୁଲି ଡାବୁର୍ ଏତ୍କି ରଇଲା । ତେଇଅନି ଗଟେକ୍ ଅଦ୍ଲି ଆଜିଗାଲେ ସେ କାଇଟା କର୍ସି ? ସେ ବତି ଲାଗାଇ ଗୁଲାଇ ଗର୍ ସେଟା ନ ମିଲ୍ବାଜାକ ବାଡାନ୍ ଚୁଡାନ୍ କରି କଜ୍ସି ।