16 ଏତ୍କିବିତ୍ରେ ନାଜରିତେ, ଜନ୍ ଜାଗାଇ କି ଜିସୁ ସାନ୍ବେଲେ ଅନି ବଡ୍ ଅଇରଇଲା, ସେ ଜାଗାଇ ଗାଲା । ଆରି ନିଜର୍ ରିତିନିତି ଇସାବେ, ବିସ୍ରାମ୍ ବାରେ ଜିଉଦିମନର୍ ପାର୍ତନା ଗରେ କେଟି ଦରମ୍ ସାସ୍ତର୍ ପଡ୍ବାକେ ଟିଆ ଅଇଲା । 17 ସେଡ୍କିବେଲେ ତାକେ ଜିସାୟ ବବିସତ୍ବକ୍ତା ଲେକିରଇଲା ଦରମ୍ ସାସ୍ତର୍ ଦିଆଅଇଲା, ଆରି ଜିସୁ ସେ ଜିସାୟ ବଇଟାନେ ଲେକାଅଇରଇଲା ଏନ୍ତାରି ବାକିଅ ମେଲାକରି ପାଇଲା ।
18 "ମାପ୍ରୁର୍ ଆତ୍ମା ମର୍ ସଙ୍ଗ୍ ଆଚେ,
ତେବର୍ପାଇ ନଇଲା ମଇଲା ଲକ୍ମନର୍ଟାନେ ସୁବ୍ କବର୍ ଜାନାଇବାକେ, ପର୍ମେସର୍ ମକେ ବାଚିକରି ପାଟାଇଲା,
ବନ୍ଦି ଗରେ ରଇବା ଲକ୍ମନ୍କେ ମୁକ୍ଲାଇବାକେ,
କାଣା ଲକ୍ମନ୍କେ ଦେକାଇବା ବିସଇ ଜାନାଇବାକେ ଆରି
ଦୁକର୍ ଲକ୍ମନ୍କେ ମୁକ୍ଲାଇବାକେ,
19 ଆରି ମାପ୍ରୁ ତାର୍ ଲକ୍ମନ୍କେ ରକିଆ କର୍ବା ବେଲା ଆସିଆଚେ, ବଲି ଜାନାଇବାକେ
ସେ ମକେ ପାଟାଇଆଚେ ।"
20 ପଚେ ସେ ସାସ୍ତର୍ ଡାବି, ପାର୍ତନା ଚାଲାଇବା ଗଟେକ୍ ଲକ୍କେ ବାଉଡାଇଦେଇ ବସିଦେଲା । ପାର୍ତନା ଗରେ ରଇଲା ଲକ୍ମନ୍ ତାକେସେ ଦେକ୍ତେରଇଲାଇ । 21 ଜିସୁ ଲକ୍ମନ୍କେ କଇବାର୍ ଦାର୍ଲା, "ଆଜି ତମେ ସୁନ୍ଲା ଏ ଦରମ୍ ସାସ୍ତରର୍ ବାକିଅ ପୁରାପୁରୁନ୍ ଅଇଲା ।"