43 ସେଡ୍କିବେଲେ ବାର ବରସ୍ ଦାରି ବନି ଜାଇତେ ରଇବା ଗଟେକ୍ ରଗିନି ମାଇଜି ରଇଲା । ନିଜର୍ ସବୁଡାବୁ ସାରାଇକରି ମିସା୮:୪୩ କେତେଟା ପାଣ୍ଡୁ ଲିପିଟାନେ ଏ ପଦ ଲେକାଅଏନାଇ କାର୍ ଲଗେ ଜାଇ ନିକ ଅଇ ନାପାର୍ଲା । 44 ସେ ପଚ୍ବାଟେଅନି ଆସି ଜିସୁର୍ ଲୁଗା ଜାଲି ଚିଇଲା । ଚିଇଲା ଦାପ୍ରେ ତାର୍ ବନି ଜିବାଟା ତେବ୍ଲା ।
Publicidade