13 ଗଟେକ୍ ଦିନ୍ କେତେକ୍ ଲକ୍ମନ୍ ତାକର୍ ପିଲାଟକିମନ୍କେ ଜିସୁ ଆତ୍ ସଙ୍ଗଇ ଆସିର୍ବାଦ୍ କର ବଲି ତାର୍ଲଗେ ଆନ୍ଲାଇ । ମାତର୍ ତାର୍ ସିସ୍ମନ୍ ଲକ୍ମନ୍କେ, ଦମ୍କାଲାଇ । 14 ଜିସୁ ଏଟା ଦେକି ବେସି ରିସାଅଇ ସିସ୍ମନ୍କେ କଇଲା, "ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍, ସେମନ୍କେ ମନା କରାନାଇ । କାଇକେବଇଲେ ପର୍ମେସରର୍ ରାଇଜ୍ ଏନ୍ତି ପିଲାଟକିମନର୍ ପାରା ରଇବା ଲକ୍ମନର୍ ପାଇସେ । 15 ୧୦:୧୫ ମାତିଉ ୧୮:୩ମୁଇ ତମ୍କେ ସତ୍ କାତା କଇଲିନି, କେ ମିସା ଗଟେକ୍ ସାନ୍ ପିଲାର୍ ପାରା ନ ଅଇ, ପର୍ମେସରର୍ ରାଇଜ୍ ନ ନାମତ୍, ସେମନ୍ କେବେ ମିସା ତାର୍ ରାଇଜେ କେଟି ନାପାରତ୍ ।" 16 ତାର୍ପଚେ ଜିସୁ ସାନ୍ ସାନ୍ ପିଲାଟକିମନ୍କେ ଉଁଚାରି ତାକର୍ ମୁଣ୍ଡେ ଚିଇକରି ଆସିର୍ବାଦ୍ କଲା ।
ସାଉକାର୍ ଗର୍ ପିଲାର୍ କାତ
(ମାତିଉ ୧୯:୧୬-୩୦; ଲୁକ୍ ୧୮:୧୮-୩୦)