15 ୧୦:୧୫ ମାତିଉ ୧୮:୩ମୁଇ ତମ୍କେ ସତ୍ କାତା କଇଲିନି, କେ ମିସା ଗଟେକ୍ ସାନ୍ ପିଲାର୍ ପାରା ନ ଅଇ, ପର୍ମେସରର୍ ରାଇଜ୍ ନ ନାମତ୍, ସେମନ୍ କେବେ ମିସା ତାର୍ ରାଇଜେ କେଟି ନାପାରତ୍ ।" 16 ତାର୍ପଚେ ଜିସୁ ସାନ୍ ସାନ୍ ପିଲାଟକିମନ୍କେ ଉଁଚାରି ତାକର୍ ମୁଣ୍ଡେ ଚିଇକରି ଆସିର୍ବାଦ୍ କଲା ।