6 ଜେନ୍ତି ସାସ୍ତର୍ କଇଲାନି, ପର୍ମେସର୍ ଜେଡେବେଲେ ଏ ଦୁନିଆ ତିଆର୍କଲା, ସେବେଲେ ପର୍ମେସର୍ ମାଇଜି ଆରି ମୁନୁସ୍ କରି ତିଆର୍କଲା ଆଚେ । 7 ସେଟାର୍ପାଇଁ ଗଟେକ୍ ମୁନୁସ୍ ତାର୍ ବାବା ମାକେ ଚାଡିକରି ତାର୍ ମାଇଜି ସଙ୍ଗ୍ ମିସ୍ସି । 8 ସେ ଦୁଇଲକ୍ ଗଟେକ୍ ଅଇବାଇ, ଆରି ସେମନ୍ ଦୁଇଲକ୍ ଇସାବେ ନ ରଅତ୍, ମାତର୍ ଗଟେକ୍ ଲକ୍ ଇସାବେ ରଇବାଇ । 9 ସେଟାର୍ପାଇଁ ପର୍ମେସର୍ ଜନ୍ ଦୁଇଲକ୍କେ ମିସାଇଆଚେ, କେ ମିସା ସେମନ୍କେ ବିନେ ନ ବେଗ୍ଲାଅତ୍ ।"
Publicidade
Publicidade