11 ସେ ମୁକିଅ ପୁଜାରିମନ୍ ଜିଉଦାର୍ କାତା ସୁନିକରି ବେସି ସାର୍ଦା ଅଇଗାଲାଇ । ଏ କାମ୍ କଲେ ସେମନ୍ ଇସ୍କାରିୟତ୍ ଜିଉଦାକେ ଡାବୁ ଦେବୁ ବଲିକରି ପର୍ମାନ୍ କରି କଇଲାଇ । ସେଟାର୍ପାଇଁ ଇସ୍କାରିୟତ୍ ଜିଉଦା ଜିସୁକେ ମୁକିଅ ପୁଜାରିମନ୍କେ ଦାରାଇ ଦେବାକେ ବେଲା କଜ୍ଲା ।