35 ଜିସୁ ତାକର୍ଟାନେଅନି କଣ୍ଡେକ୍ ଦୁରିକେ ଇଣ୍ଡିଜାଇ ଉମ୍ତାଡିଅଇ ବୁଏଁ ଅଦ୍ରିକରି ପର୍ମେସର୍କେ ଏନ୍ତି ପାର୍ତନା କଲା, "ଏନ୍ତି କରିଅଇସି ବଇଲେ, ଏ କସ୍ଟର୍ ବେଲା ମକେ ନ ଆସ । 36 ଏ ମର୍ ବାବା ତୁଇ ମନ୍କଲୁସ୍ ବଇଲେ କାଇ କାମ୍ ମିସା କରିପାରୁସ୍ । ସେଟାର୍ପାଇଁ ଏ ଦୁକ୍ କସ୍ଟର୍ ମୁତା ମର୍ଟାନେଅନି ଦାରି ଜା । ମାତର୍ ମର୍ ମନ୍ କଲା ଇସାବେ ନ କରି ତମର୍ ମନ୍ କଲା ଇସାବେ କରା" ବଲି ପାର୍ତନା କଲା ।
Publicidade