17 ଆରି ବିସ୍ବାସି ଲକ୍ମନ୍ ମର୍ ନାଉଁ ଦାରି ଡୁମାମନ୍କେ ବାର୍କରାଇ କେଦିଦେବାଇ ଆରି ନାଜାନିରଇବା ବାସାଇ କାତା ଅଇବାଇ । ଏନ୍ତି ବିସ୍ବାସ୍ କର୍ବା ଲକ୍ମନର୍ଟାନେ ଗଟେକ୍ ଚିନ୍ ପାରା ଅଇସି । 18 ସେମନ୍ ନାଜାନିକରି ସାଁପ୍ ଆତେ ଦାର୍ଲେ କି ବିସ୍ କାଇଲେ ନ ମରତ୍ । ଜର୍ଦୁକାର୍ ଲକ୍ମନ୍କେ ଆତ୍ ଚିଇ କରି ପାର୍ତନା କଲେ, ସେଲକ୍ମନ୍ ନିମାନ୍ ଅଇଜିବାଇ" ବଲି କଇଲା ।
Publicidade