6 ଜିସୁ ସେମନ୍କେ କଇଲା, "ଏରେ କୁଟିଆଲ୍ମନ୍, ତମର୍ ବିସଇନେଇ ଜିସାୟ ବବିସତ୍ବକ୍ତା ନିକସଙ୍ଗ୍ ଜାନାଇଆଚେ, ସେ ଏନ୍ତି କଇଲା ଆଚେ ।"
ପର୍ମେସର୍ କଇଲାନି "ଏ ଜାତି, ମକେ ମୁଏ ସନ୍ମାନ୍ ଦେବାଇ,
ମାତର୍ ତାକର୍ ମନ୍ ମର୍ଟାନେଅନି ଦୁରିକେ ରଇସି ।
7 ସେମନ୍ ଲକ୍ମନ୍ କଲା ନିୟମ୍
ମାପ୍ରୁର୍ ନିୟମ୍ ବଲି ସିକାଇବାଇ
ମାତର୍ ସେ ଉପାସନାର୍ କିଚି ମୁଲିଅ ନାଇ ।
8 "ତମେ ପର୍ମେସରର୍ ଆଦେସ୍ ଇନ୍କରି ନର୍ଲକର୍ ରିତିନିତି ଦାରି ବସିଆଚାସ୍ ।"