29 ମର୍ ଜୁଆଡି ବଇ ମର୍ଟାନେଅନି ସିକା । କାଇକେବଇଲେ ମୁଇ ନିଜେ ସୁଆଲ୍ ଆରି ମର୍ ମନ୍ କୁଉଁଲ୍ ଅଇଲାର୍ ଲାଗି ତମେ ମର୍ଲଗେ ପୁଣ୍ଡ୍ସା । 30 ମୁଇ ତମର୍ ଉପ୍ରେ ଜନ୍ ଜୁଆଡି ସଙ୍ଗଇବି ସେଟା ତମ୍କେ ବଇବାକେ ସଅଜ୍ ଅଇସି । ଆରି ତମ୍କେ ଜନ୍ ବଜ୍ ଦେବି, ସେଟା ମିସା ବେସି ଉସାସ୍ ।"
Publicidade
Publicidade