ନର୍ପିଲା ଆଇବାଟା
29 ୨୪:୨୯ ପର୍କାସିତ ୬:୧୨; ପର୍କାସିତ ୬:୧୩ ସେ ଦୁକର୍ବେଲା ସାର୍ବା ବେଲେ, ବେଲ୍ ଜାଉଁଲି ଜାଇସି, ଜନ୍ ଆରି ଉଜଲ୍ ନ ଡିସାଏ, ବାଦ୍ଲେଅନି ତାରାମନ୍ ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ଦେବାଟାମନ୍ ସବୁ ବାଟ୍ ବାନା ଅଇଜିବାଇ । 30 ୨୪:୩୦ ପର୍କାସିତ ୧:୭ତାର୍ ପଚେ ନରପିଲା ମୁଇ ବାଦ୍ଲେ ଆଇବାଟା ଦେକ୍ସା । ଆରି ଡାକ୍ପୁଟାଅଇ ପାନି ବାଦ୍ଲେ ବପୁ ସଙ୍ଗ୍ ଆଇବାଟା ଦେକି ଦର୍ତନିର୍ ଲକ୍ମନ୍ କାନ୍ଦାବୁବା ଅଇଜିବାଇ ।