ଦାନ୍ ବିସଇନେଇ ସିକିଆ
1 ୬:୧ ମାତିଉ ୨୩:୫ ଲକ୍ମନ୍କେ ଦେକାଇଅଇବାକେ ସବୁର୍ ମୁଆଟେ ନିକ କାମ୍ କରାନାଇ । ସେଟା କଲେ ସର୍ଗେ ରଇବା ତମର୍ ବାବାର୍ ଟାନେଅନି ପୁରୁସ୍କାର୍ ନ ପାଆସ୍ ।
2 ତେବେ ଗଟେକ୍ ଗରିବ୍ ଲକ୍କେ ଦାନ୍ ଦେବା ବେଲେ କୁଟିଆଲ୍ମନର୍ ପାରା ଦେକାଇ ନ ଉଆ । ସେମନ୍ ଲକ୍ମନର୍ତେଇ ଅନି ଡାକ୍ପୁଟା ପାଇବାକେ ପାର୍ତନା ଗରେ ଆରି ସାଇ ମଜାଇ ଦାନ୍ଦରମ୍ ଦେକାଇବାଇ । ମୁଇ ସତ୍ କଇଲିନି ଜେ, ସେମନ୍ ଇତିଅନି ସେମନର୍ ବୁତି ପୁରାପୁରୁନ୍ ପାଇସାରି ଆଚତ୍ । 3 ମାତର୍ ତମେ ଅବାବେ ରଇଲା ଲକ୍କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍ ଲଗର୍ ମଇତର୍ ମିସା ଏ କାତା ନାଜାନ । 4 ତମର୍ ଏ ଦାନ୍ ଲୁଚ୍ତେ ଅଇରଇଲେ ମିସା ସବୁ ଦେକ୍ବା ବାବା ପର୍ମେସର୍ ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।
ପାର୍ତନା ବିସଇ ନେଇ ସିକିଆ
(ଲୁକ୍ ୧୧:୨-୪)
5 ୬:୫ ଲୁକ୍ ୧୮:୧୦-୧୪ ପାର୍ତନା କର୍ବା ବେଲେ କୁଟିଆଲ୍ ବିସ୍ବାସିମନର୍ ପାରା ଉଆନାଇ । କାଇକେ ବଇଲେ ସେମନ୍ ଲକ୍ମନ୍କେ ଦେକାଇ ଅଇବାକେ ପାର୍ତନା ଗର୍ମନ୍କେ ଆରି ଗାଉଁର୍ ମଜା ଡାଣ୍ଡେ ଟିଆ ଅଇକରି ପାର୍ତନା କର୍ବାକେ ମନ୍ କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ନିଜର୍ ନିଜର୍ ପୁରୁସ୍କାର୍ ପାଇଲାଇବେ । 6 ମାତର୍ ତମେ ପାର୍ତନା କର୍ବାକେ ତମର୍ ବାକ୍ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍ ଡାବିଅଇଦିଆସ୍ ଆରି ନ ଡିସାଇ ଅଇବା ତମର୍ ସର୍ଗର୍ ବାବାର୍ ଲଗେ ପାର୍ତନା କରା । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମର୍ ବାବା ତମ୍କେ ପୁରୁସ୍କାର୍ ଦେଇସି ।
ଉପାସ୍ ରଇବା ବିସଇ ନେଇ ସିକିଆ
16 "ଉପାସ୍ କର୍ବା ବେଲେ ଦରମ୍ ବଲି ଦେକାଇଅଇଲା ଲକର୍ ପାରା ବାଇରେ ସପାସୁତର୍ ଅଇବାଟା ଚାଡିଦେବାର୍ ନାଇ । ସେମନ୍ ଉପାସ୍ କଲୁନି ବଲି ଲକର୍ ଲଗେ ଦେକାଇ ଅଇବାକେ ସେନ୍ତାରି କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ଏନ୍ତି କର୍ବାର୍ ଲାଗି ନିଜର୍ ପୁରୁସ୍କାର୍ ସବୁ ପାଇଲାଇବେ । 17 ମାତର୍ ତମେ ଉପାସ୍ କର୍ବା ବେଲେ, ମୁଣ୍ଡେ ଚିକନ୍ଲାଗାଇ ଅଇ ସପା ସୁତ୍ରା ରୁଆ । 18 ଜେନ୍ତିକି ଉପାସ୍ କଲାସ୍ନି ବଲି ବିନ୍ ଲକ୍ମନ୍ ନାଜାନତ୍ । ମାତର୍ ତମର୍ ନ ଡିସ୍ବା ବାବା ସବୁ କାତା ଜାନେ । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।"
କରିରଇବା କାମ୍
(ଲୁକ୍ ୧୨:୩୩-୩୪)
।