ଗଚ୍ ଆରି ତାର୍ ପଲ୍
15 "ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ ତେଇଅନି ଜାଗର୍ତା ଅଇରୁଆ, ସେମନ୍ ବାଇରେ ମେଣ୍ଡା ପାରା ଡିସ୍ବାଇ ମାତର୍ ତାକର୍ ମନ୍ ବିତ୍ରେ ବାଲିଆଡୁର୍କାମନର୍ ପାରା । 16 ସେମନର୍ କର୍ବା କାମ୍ ଦେକି ତମେ ସେମନ୍କେ ଚିନିପାରାସ୍ । କାଟା ବୁଟାଇ ଅଙ୍ଗୁର୍ ନ ପଲେ କି କାଟାକଲି ବୁଟାଇ ଡୁମ୍ରି ପଲ୍ ନ ଦାରେ ।