9 ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ କି ? ତମର୍ ପିଲା ଜଦି ରୁଟି ମାଙ୍ଗ୍ଲେ, ତାକେ ପାକ୍ନା ଦେଇସା ? 10 ନଇଲେ ସେ ମାଚ୍ ମାଙ୍ଗ୍ଲେ ତାକେ ସାଁପ୍ ଦେଇସା ?
11 ତମେ କାରାପ୍ ଲକ୍ ଅଇରଇଲେ ମିସା ନିଜର୍ ପିଲାମନ୍କେ ନିକନିକ ଜିନିସ୍ ଦେଇସା । ସେନ୍ତାରିସେ ଜନ୍ ଲକ୍ମନ୍ ସରଗର୍ ବାବାକେ ମାଙ୍ଗ୍ବାଇ ସେ ସେମନ୍କେ ଆରି କେତେ ନିକନିକ ଜିନିସ୍ ଦେଇସି ।