ପରମେସରର୍ ଡାକ୍ପୁଟା
33 ପରମେସରର୍ ଦୟା କେତେକ୍ ବଡ୍ ! ତାର୍ ଗିଆନ୍ ଆରି ବିଚାର୍ କର୍ବା ବପୁ କେ ବୁଜିନାପାରତ୍ ! ସେ ଜନ୍ଟା ଉଁ କର୍ସି, ସେଟା ଲକ୍ମନ୍ ବୁଜିନାପାରତ୍ । ସେ ଜନ୍ କାମ୍ କର୍ବାକେ ଗାଲାନି, ସେଟା କେ ବାତାଇ ନାପାରତ୍ । 34 କାଇକେବଇଲେ ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ ।
"ପରମେସର୍ ମନେ ଚିନ୍ତା କର୍ବାଟା କେ ବୁଜି ପାରତ୍ ?
ତାକେ କେ ମିସା ବୁଦିର୍ କାତା କଇବାକେ ଲଡାନାଇ ।"
35 ତାକେ କାଇଟା ଉନା ନାଇ ।
ସେ ଆମର୍ ରୁଣି ଅଇବାକେ, ତାକେ କାଇଟା ଦେଇ ନାପାରୁ ।