Publicidade

Romanos 14

11 କାଇକେବଇଲେ ସାସ୍‌ତରେ ଲେକାଆଚେ,

"ମାପ୍‌ରୁ କଇଲାନି, ମୁଇ ଜିବନ୍‌ ରଇବା ପରମେସର୍‌, ତେବର୍‌ପାଇ ସବୁ ମୁନୁସ୍‌ଜାତି ମର୍‌ ମୁଆଟେ ମାଣ୍ଡିକୁଟା ଦେବାଇ ।

ମୁଇ ପରମେସର୍‌ ବଲି ସବୁ ଲକ୍‌ ନାମ୍‌ବାଇ ।"

12 ସେବେଲେ ଆମେ ସବୁ ଲକ୍‌ ପରମେସରର୍‌ ଲଗେ ଟିଆଅଇ ଆମେ କରିରଇବା କାମର୍‌ ଇସାବ୍‌ ଦେବାକେ ପଡ୍‌ସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-22_10-02-25-