24 କାଇକେବଇଲେ ଆସା କଲାକେସେ ଆମେ ମୁକ୍ତି ପାଇଆଚୁ । ମାତର୍ ଜାଇଟା ଡିସ୍ଲାନି ସେଟାର୍ ପାଇ ଆସାକର୍ବାଟା, ସେଟା ସତଇସେ ଆସା ରକ୍ବାଟା ନଏଁ । କେ କାଇ ଡିସ୍ବାଟାକେ ଆସା କର୍ସି କି ? ନାଇ, ନ କରେ । 25 ମାତର୍ ଆମେ ଜଦି ନ ଡିସ୍ବା ବିସଇ ଆସାକର୍ବୁ, ତେବେ ଆମ୍କେ ସାଆସ୍ ସଙ୍ଗ୍ ଜାଗ୍ବାକେ ପଡ୍ସି ।
Publicidade