ବିସ୍ବାସ୍ ଆରି କାମ୍
14 ଏ ମର୍ ବାଇବଇନିମନ୍, ଜଦି ଗଟେକ୍ ଲକ୍ ମୁଇ ବିସ୍ବାସ୍ କଲିନି ବଲି କଇସି । ମାତର୍ ତାର୍ କାମ୍ କଲାଟାନେ ସେଟା ନ ଡିସେ ବଇଲେ, ତାର୍ ପାଇ କାଇ ମୁଲିଅ ନାଇ । ଏନ୍ତାରି ବିସ୍ବାସ୍ ତାକେ କାଇ ମୁକ୍ତି ଦେଇ ନାପାରେ । 15 ଜଦି ଗଟେକ୍ ବିସ୍ବାସି ବାଇ କି ବଇନିକେ, ସେ ଦିନର୍ ପାଇ କାଇବାକେ କି ପିନ୍ଦ୍ବାକେ ନ ରଇଲେ, 16 ତମର୍ ବିତ୍ରେ କେଆଲେ ଗଟେକ୍ ଲକ୍ ତାର୍ ଲଗେ ଜାଇ, ତକେ ପେଟ୍କେ କାଦି ଆରି ଗାଗଡ୍କେ ଲୁଗା ମିଲ ବଲି କଇସା । ତମେ ତାକେ ଲଡାକେ ଲାଗ୍ବାଟା ନ ଦେଇ ଏନ୍ତାରି କଇଲେ କାଇ ଲାବ୍ ? 17 ସେନ୍ତାରିସେ ଗଟେକ୍ ବିସ୍ବାସ୍ କର୍ବା ଲକ୍ ତାର୍ ବିସ୍ବାସ୍ ସଙ୍ଗ୍ ନିକ କାମ୍ ମିସା ନ ଡିସ୍ଲେ ତାର୍ ବିସ୍ବାସ୍ ମରିଗାଲା ଆଚେ ।
18 ମାତର୍ କେ ଆଲେ ମକେ କଇସି, ଗଟେକ୍ ଲକର୍ ବିସ୍ବାସ୍ ଆଚେ ଆରି ଗଟେକ୍ ଲକର୍ ନିକ କାମ୍ ଆଚେ, ମୁଇ ତାକେ କଇବି ନିକ କାମ୍ ଚାଡି, ଗଟେକ୍ ଲକ୍କେ କେନ୍ତି ବିସ୍ବାସ୍ ଅଇସି ? । ଅବ୍କା ବିସ୍ବାସ୍ କର୍ତେରଇବା ଲକ୍ ରଇଲେ ମକେ ଦେକାଆ । ମର୍ କର୍ବା ନିକ କାମ୍ ସଙ୍ଗ୍ ମର୍ ବିସ୍ବାସ୍ ମୁଇ ଦେକାଇବି । 19 ପର୍ମେସର୍ ଗଟେକ୍ସେ ଆଚେବଲି ତମେ ବିସ୍ବାସ୍ କଲାସ୍ନି, ସେଟା ନିକ । ଡୁମାମନ୍ ମିସା ସେନ୍ତାରି ବିସ୍ବାସ୍ କଲାଇନି ଆରି ଡରିକରି ଗଜ୍ଗଜି ଜିବାଇ । 20 ମାତର୍ ଏ ନିଲ୍ଜାଇ ଲକ୍ମନ୍ ତମେ ବୁଜିନାପାରାସ୍, ଜଦି ଗଟେକ୍ ଲକ୍ ମୁଇ ବିସ୍ବାସ୍ କଲିନି, ବଲି କଇସି ଆରି ନିକ କାମ୍ ନ କରେ, ସେନ୍ତାର୍ଆଲେ ତାର୍ ବିସ୍ବାସ୍ କର୍ବାଟା ଚୁଚାଇସେ । 21 ଆମର୍ ପୁର୍ବର୍ ଆନିଦାଦି ଅବ୍ରାଆମ୍ କେ ଦେକା, ପର୍ମେସର୍ ତାକେ ଦରମ୍ ଲକ୍ ବଲି ଡାକ୍ଲା । ସେଟା ତାର୍ ନିକ କାମ୍ ପାଇ । ଜେଡେବେଲେ ନିଜର୍ ପିଲା ଇସାକ୍କେ ବେଦିଟାନେ ବଲି ଦେବାବେଲେ ନେଇରଇଲା । 22 ତମେ ଦେକ୍ଲାସ୍ନିଜେ, ତାର୍ ବିସ୍ବାସ୍ ଆରି କରମ୍ ମିସିକରି ରଇଲା । ସେ କରିରଇବା କରମର୍ ଲାଗି ବିସ୍ବାସ୍ ସିଦ୍ ଅଇଲା । 23 ଏଟାର୍ ଲାଗି ଦରମ୍ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇଲା । ଅବ୍ରାଆମ୍ ପର୍ମେସର୍କେ ବିସ୍ବାସ୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲି ଏଜାଇଅଇଲା । ଆରି ଲକ୍ମନ୍ ତାକେ ପର୍ମେସରର୍ ମଇତର୍ ବଲି ଡାକିରଇଲାଇ । 24 ଅବ୍କା ବିସ୍ବାସ୍ କଲେସେ ଗଟେକ୍ ଲକ୍ ଦରମ୍ ବଲି ନାମାଇଅଇ ନଏଁ, ମାତର୍ ତାର୍ କର୍ବା ନିକ କାମର୍ ଲାଗି ଅଇସି । ଏଟା ତମେ ଦେକ୍ଲାସ୍ନି ।
25 ସେନ୍ତାରିସେ ବେସିଆ ମାଇଜି ରାଆବ୍କେ ମିସା ଅଇଲା । ସେ ଇସ୍ରାଏଲର୍ ଦେକାଦେକି କର୍ବା ଲକ୍ମନ୍କେ ଡାକିନେଲା ଆରି ବିନ୍ ବାଟେ ବାରଇଜିବାକେ ସାଇଜ କଲା । ସେ ଏନ୍ତାରି କଲାକେ ପର୍ମେସର୍ ଦେକ୍ବା ଇସାବେ ଗଟେକ୍ ଦରମ୍ ଲକ୍ ବଲି ଜାନାଇଅଇଲା ।
26 ତେବେ, ଆତ୍ମା ଚାଡିଗାଲେ ଲକ୍ମନର୍ ଗାଗଡ୍ ଜେନ୍ତିକି ମଲା ସମାନ୍, ସେନ୍ତାରିସେ ନିକ କାମ୍ ନ କଲେ, ବିସ୍ବାସ୍ ମିସା ମଲା ସମାନ୍ ଆଚେ ।