8 ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା । 9 ତମର୍ ପାପର୍ଲାଗି ମାରିଚପି ଅଇକରି କାନ୍ଦ୍ତେରୁଆ । ନ ଆଁସିକରି କାନ୍ଦ୍ତେରୁଆ, ସାର୍ଦା ନ ଅଇକରି ଦୁକେ ରୁଆ । 10 ମାପ୍ରୁର୍ ମୁଆଟେ ନିଜେ ନିଜେ ସର୍ପିଉଆ, ସେ ତମ୍କେ ଉଟାଇସି ।
Publicidade