7 ତୁଇ ନିଜେ ସବୁ ବିସଇଟାନେ ନିକ ଚଲାଚଲ୍ତି କର୍ । ଜେନ୍ତାରି କି ତକେ ଦେକିଦେକି ଦାଙ୍ଗ୍ଡାମନ୍ ସେନ୍ତାରି ଅଇବାଇ । ସିକାଇଲାବେଲେ, ମନ୍ ସତ୍ ରଇକରି ଲକ୍ମନର୍ ମୁଆଟେ ସନ୍ମାନ୍ ପାଇଲାପାରା ପର୍ମେସରର୍ ବିସଇ ସିକା । 8 ଜେତ୍କି ବିସଇ ସିକାଇଲୁସ୍ନି, ସେ ସବୁ ବିସଇ ସତ୍ ରଅ ଜେନ୍ତାରିକି ଲକ୍ମନ୍ ନିନ୍ଦା କରିନାପାରତ୍ । ଜେତ୍କି ଲକ୍ ଜିସୁକିରିସ୍ଟର୍ପାଇ ତୁଇ କର୍ବା କାମ୍ ବିରଦ୍ କଲାଇନି, ସେମନ୍ ସବୁ ଲାଜ୍ ଅଇଜିବାଇ । କାଇକେବଇଲେ ଆମ୍କେ ନିନ୍ଦା କର୍ବାକେ ତାକର୍ଟାନେ କାଇଟା ନ ରଏ ।