4 ମାତର୍ ଆମେ ସେନ୍ତାରି ଚଲାଚଲ୍ତି କର୍ତେରଇଲେ ମିସା ଆମର୍ ମୁକ୍ତିକାରିଆ ପର୍ମେସର୍ ନିଜର୍ ଦୟା ଆରି ଆଲାଦ୍ ଆମ୍କେ ଦେକାଇଆଚେ । 5 ପାପର୍ ଡଣ୍ଡେଅନି ସେ ଆମ୍କେ ମୁକ୍ଲାଇଲା । ଆମେ ଦରମ୍ କାମ୍ କଲାର୍ପାଇ ସେ ଆମ୍କେ ଏନ୍ତି କରେନାଇ । ମାତର୍ ସେ ଆମ୍କେ ଜିବନ୍ ଦୁକାଇ ଦୟା ଦେକାଇଲାକେସେ । ସୁକଲ୍ ଆତ୍ମା ଦେଇକରି ସେ ଆମ୍କେ ରକିଆ କଲା । ଜେକି ଆମର୍ ସବୁ ପାପ୍ ଦଇକରି ନୁଆ ଜିବନ୍ ଦେଲା । 6 ଆମର୍ ରକିଆକାରି ଜିସୁକିରିସ୍ଟ କଲା କାମର୍ଲାଗି ପର୍ମେସର୍ ଏଟା କଲା । କାଇ ମୁଲିଅ ନ ଦେଇ ଜେତ୍କି ବଇଲେ ସେତ୍କି ଆମ୍କେ ସୁକଲ୍ଆତ୍ମା ଦେଲା ଆଚେ । 7 ପର୍ମେସର୍ ଆମ୍କେ ତାର୍ ପିଲାଟକି କର୍ବାକେ ଏନ୍ତାରି କଲା ଆଚେ । ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚ୍ବାକେ ଆମେ ଆସା କର୍ବାର୍ ଅଇସି । ଆମର୍ପାଇଁ ରଇବା ତାର୍ ବଡ୍ ଦୟାର୍ଲାଗି, ତାର୍ ମୁଆଟେ ଦସି ଇସାବେ ନ ଦେକେ । ପର୍ମେସର୍ ଆମ୍କେ କାଇ ଦସ୍ ନ କଲା ଲକ୍ବଲି ଜାନାଇଆଚେ ।