A fé vem pelo ouvir
A fé vem pelo ouvir, e o ouvir pela Palavra de Cristo. Quando a Palavra é proclamada, a fé nasce nos corações. Ouvir a Deus é o primeiro passo para crer e seguir.
A fé vem pelo ouvir
A fé vem pelo ouvir, e o ouvir pela Palavra de Cristo. Quem ouve a Palavra crê e obtém a salvação eterna.
ବଃଲେକ୍ ଜିଉଦି ଆର୍ ଅଜିଉଦି ଲକାର୍ ବିତ୍ରେ କାୟିହେଁ ବିନ୍ ନାୟ୍, ବଃଲେକ୍ ସଃବୁ ଲକାର୍ ତ ଗଟେକ୍ ମାପୁର୍, ଆର୍ ଜଃତେକ୍ ଲକ୍ ତାର୍ ତଃୟ୍ ପାର୍ତ୍ନା କଃର୍ତି ସେ ସଃବୁ ଲକମଃନ୍କେ ସେ ଜଃବର୍ ଆସିର୍ବାଦ୍ କଃରେଦ୍ । ବଃଲେକ୍ ଜେହେଁ ମାପୁରାର୍ ନାଉ ଦଃରି ପାର୍ତ୍ନା କଃରେଦ୍ ସେ ମୁକ୍ତି ହାୟ୍ଦ୍ ।"
ତଃବେ ସେମଃନ୍ ଜାକେ ବିସ୍ୱାସ୍ ନଃକେର୍ତି, ତାର୍ ତଃୟ୍ କଃନ୍କଃରି ପାର୍ତ୍ନା କଃର୍ତି ? ଆରେକ୍ ଜାର୍ ବିସୟେ ସେମଃନ୍ ନଃସୁଣ୍ତି କଃନ୍କଃରି ତାର୍ ତଃୟ୍ ବିସ୍ୱାସ୍ କଃର୍ତି ? ଆର୍ ପର୍ଚାର୍ କଃର୍ତା ଲକ୍ ନୟ୍ଲେକ୍ ସେମଃନ୍ କଃନ୍କଃରି ସୁଣ୍ତି ? ଆରେକ୍ ନିକ କବୁର୍ ପର୍ଚାର୍ କଃର୍ତା ଲକେ ନଃହେଟାୟ୍ଲେକ୍ କଃନ୍କଃରି ପର୍ଚାର୍ କଃର୍ତି ? ଜଃନ୍କଃରି ଲେକା ଆଚେ, ଜୁୟି ଲକ୍ମଃନ୍ ନିକ କବୁର୍ ଆଣ୍ତି ସେମଃନାର୍ ହାଦ୍ କଃଡେକ୍ ସୁନ୍ଦୁର୍ । ମଃତର୍ ସଃବୁ ଲକ୍ ସେ ନିକ କବୁର୍କେ ନଃମାନ୍ଲାୟ୍ । ବଃଲେକ୍ ଜିସାୟ୍ ଲେକି ଆଚେ, "ଏ ମାପୁର୍ କେଏ ଅଃମାର୍ କବୁର୍ ସୁଣି ବିସ୍ୱାସ୍ କଃରି ଆଚେ ?" ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
ମୁୟ୍ଁ ତୁମିମଃନ୍କାର୍ ତଃୟ୍ହୁଣି ଅଃବ୍କା ଇରି ଜାଣୁକେ ମଃନ୍କଃରୁଲେ, ତୁମିମଃନ୍ କାୟି ମସାର୍ ବିଦିର୍ ଚାଲ୍ଚାଲ୍ତି ଗିନେ କି ବିସ୍ୱାସେ ସୁଣ୍ଲାର୍ ଗିନେ ଆତ୍ମା ହାୟ୍ରିଲାସ୍ ?
ତାର୍ତଃୟ୍ ତୁମିମଃନ୍ହେଁ ସଃତ୍ ବାକ୍ୟ ବଃଲେକ୍ ତୁମିମଃନାର୍ ମୁକ୍ତିର୍ ନିକ କବୁର୍ ସୁଣି ସଃତ୍କଃରି ସଃୟ୍ତ୍ କଃଲା ପବିତ୍ର ଆତ୍ମାୟ୍ ମୁଦ୍ରା ମାରା ଅୟିଆଚେ । ଇସ୍ୱର୍ ତାର୍ ଲକ୍ମଃନ୍ ହାଉତାର୍ ସଃୟ୍ତ୍ କଃଲା ଆଚେ ସେହଃର୍କାରେ ଅଃମିମଃନ୍ ଆତ୍ମା ହାଉଁନ୍ଦ୍, ଆର୍ ବାୟଃଦ୍ରେ ଜୁଇମଃନ୍ ଇସ୍ୱରାର୍ ଅୟି ଆଚ୍ତି ସେମଃନ୍କେ ଇସ୍ୱର୍ ହୁରା ଅଃଦିକାର୍ ଦଃୟ୍ଦ୍, ତାର୍ ଜଃଜ୍ମାନ୍କେ ଦନ୍ୟବାଦ୍ ଅଃଉଅ ।
"ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜେ ମର୍ କଃତା ସୁଣି ମକ୍ ହଃଟାୟ୍ଲା ଉବାକ୍ ବିସ୍ୱାସ୍ କଃରେଦ୍, ସେ ଅଃମ୍ବର୍ ଜିବନ୍ ହାୟ୍ଦ୍, ଆର୍ ସେ ବିଚାର୍ ଦଃଣ୍ଡେ ନଃହେଳି, ମଃର୍ନ୍କେ ଜିଣିକଃରି ଜିବନେ ଜାୟ୍ଆଚେ ।
ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଃଡେବଃଳ୍ ମଃଲା ଲକ୍ମଃନ୍ ଇସ୍ୱରାର୍ ହୟ୍ସିର୍ ଟଣ୍ଡ୍ ସୁଣ୍ତି, ଆର୍ ଜୁୟି ଲକ୍ମଃନ୍ ସୁଣ୍ତି ସେମଃନ୍ ଜିବନ୍ ହାଉତି, ଅଃନ୍କା ବେଳା ଆସୁଲି ଆର୍ ସେ ବେଳା ଅଃବେ ହେଁ ଆୟ୍ଲିନି ।
ଜୁୟି ଉବା ମକେ ହଃଟାୟ୍ ଆଚେ, ସେ ମର୍ ହାକ୍ ଜିକି କଃରି ନାଣ୍ଲେକ୍, କେହେଁ ମର୍ ଲଃଗେ ଆସୁ ନାହାରେ; ଜୁୟି ଲକ୍ମଃନ୍ ଆସ୍ତି ସେମଃନ୍କେ ମୁୟ୍ ସେସ୍ ଦିନ୍ ଆରେକ୍ ଉଟାୟ୍ନ୍ଦ୍ । ବାବ୍ବାଦିମଃନ୍ ଦଃର୍ମ୍ ସାସ୍ତରେ ଲେକି ଆଚ୍ତି, "ଇସ୍ୱର୍ ତଃୟ୍ ହଃକା ସଃବୁ ଲକ୍ ସିକ୍ୟା ହାଉତି ।" ଜୁୟି ଲକ୍ ଉବାର୍ କଃତା ସୁଣି ତାର୍ ତଃୟ୍ହୁଣି ସିକ୍ୟା ହାୟ୍ଦ୍, ସେ ମର୍ ତଃୟ୍ ଆସେଦ୍ । ଇତାର୍ ଅଃର୍ତ୍ ନାୟ୍ ଜେ, ବିନ୍ ଲକ୍ କେଏ ଉବାକ୍ ଦଃକି ଆଚେ, ସେରି ନାୟ୍, ଜେ ଇସ୍ୱର୍ ତଃୟ୍ହୁଣି ଆସି ଆଚେ ସେ ହଃକା ତାକେ ଦଃକିଆଚେ । ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜୁୟି ଲକ୍ ବିସ୍ୱାସ୍ କଃରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଆଚେ ।
Ouvir e obedecer
Felizes os que ouvem a Palavra de Deus e a praticam. Quem tem ouvidos ouça o que o Espírito diz.
ମଃତର୍ ଜିସୁ କୟ୍ଲା, "ନାୟ୍, ଜୁୟ୍ମଃନ୍ ଇସ୍ୱରାର୍ ବଃଚନ୍ ସୁଣ୍ତି ଆର୍ ମାନ୍ତି ସେମଃନାର୍ ବାୟ୍ଗ୍ ।"
ଜଦି ତୁମାର୍ କାନ୍ ଆଚେ, ତଃବେ ସୁଣା !"
ଆରେକ୍ ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ଜଃଗତାର୍ ଚାରିହାକ୍ ଜାୟ୍, ସଃବୁ ଜାତିର୍ ଲକ୍ମଃନାର୍ ତଃୟ୍ ଇ ନିକ କବୁର୍ ପର୍ଚାର୍ କଃରା ।
ଆର୍ ଜିସାୟ୍ ବାବ୍ବାଦିର୍ ଇ ବାବ୍ବାଣି ସେମଃନାର୍ ଗିନେ ହୁରୁଣ୍ ଅୟ୍ଲି
‘ଇ ଲକ୍ମଃନ୍ ସୁଣୁ ସୁଣୁ ସୁଣ୍ତି, ମଃତର୍ କଃନ୍କଃରି ହେଁ ବୁଜୁ ନଃହାର୍ତି;
ଆରେକ୍ ଦଃକୁ ଦଃକୁ ଦଃକ୍ତି, ମଃତର୍ କଃନ୍କଃରି ହେଁ ଜାଣୁ ନଃହାର୍ତି ।
କାୟିତାକ୍ବଃଲେକ୍ ଇ ଲକ୍ମଃନାର୍ ମଃନ୍ ଅଃଟୁଆ ଅୟ୍ଲି,
ସେମଃନ୍ କାନେ ବଃଡେ କଃସ୍ଟେ ସୁଣ୍ଲାୟ୍,
ଆର୍ ଅଃହ୍ଣା ଅଃହ୍ଣାର୍ ଆକି ଲୁମ୍ଲାୟ୍ ।
ଜଃନ୍କଃରି ସେମଃନ୍ ଆକାୟ୍ ନଃଦେକ୍ତି,
ଆର୍ କାନେ ନଃସୁଣ୍ତି,
ଆର୍ ମଃନେ ନଃବୁଜ୍ତି,
ଆର୍ ବାଉଳି ନାସ୍ତି,
ଆର୍ ଅଃମି ସେମଃନ୍କେ ଉଜ୍ ନଃକେରୁ ।’"
"ମଃତର୍ ବାୟ୍ଗ୍ ତୁମିମଃନାର୍ ଆକି, ଜଃନ୍ ସେରି ଦଃକେଦ୍, ବାୟ୍ଗ୍ ତୁମିମଃନାର୍ କାନ୍, ଜଃନ୍ ସେରି ସୁଣେଦ୍ ।
ମାନାୟ୍କେ ବିଟାଳ୍ କଃର୍ତା କଃତା
ଆରେକ୍ ଜିସୁ ଲକ୍ମଃନ୍କେ ଚଃମେ କୁଦି କୟ୍ଲା, "ସୁଣା ଆର୍ ବୁଜା !
କାନ୍ଡେରା ମର୍ହାକ୍ ଆସା; ସୁଣା ତଃବେ ତୁମାର୍ ଜିବନ୍ ବାଚେଦ୍; ଆର୍ ମୁୟ୍ ତୁମାର୍ ସଃଙ୍ଗ୍ ଗଟେକ୍ ସଃବୁ ଦିନାର୍ ନିୟମ୍,ବଃଲେକ୍ ଦାଉଦ୍କେ ଅଃଟୁଆ ଦଃୟା ତିର୍ କଃରୁଆଁ।
ତାର୍ହଃଚେ ମାପୁର୍ କୟ୍ଲା, " ଜାଆ ଆର୍ ଇ କଃତା ଲକ୍ମଃନ୍କେ କଃଉ ତୁମିମଃନ୍ ସୁଣୁଲାସ୍, ମଃତର୍ ବୁଜୁନାହାରୁଲାସ୍ ଆର୍ ଦଃକୁଲାସ୍, ମଃତର୍ ଜାଣୁନଃହାରୁଲାସ୍। ସେମଃନ୍କେ ବୁଲ୍କାଉ, ଲଃକ୍ମଃନ୍ ଜଃନ୍କଃରି ନିଜାର୍ ଆକିୟେ ଦଃକ୍ତି ଆର୍ କାନେ ସୁଣ୍ତି ସେରି ଜଃନ୍କଃରି ବୁଜୁ ନଃହାର୍ତି ସେହର୍ ସେମଃନ୍କେ ଅଃଟୁଉଆ କଃର୍ ସେମଃନ୍କାର୍ କାନ୍ବଃୟିରା କଃର୍ ସେମଃନ୍କାର୍ ଆକିକେ ମୁଦି ଦେସ୍।"
ଅଃମାର୍ ହାୟ୍ଁ ହେଁ ପାର୍ତ୍ନା କଃରା, ଜଃନ୍କଃରି ବାକ୍ୟ ପର୍ଚାର୍ କଃରୁକେ ଇସ୍ୱର୍ ଅଃମାର୍ ହାଁୟ୍ ଦୁଆର୍ ଉଗାଳେଦ୍ । ଆର୍ ଜଃନ୍କଃରି କ୍ରିସ୍ଟର୍ ଜୁୟି ଗୁପ୍ତ୍ଗିଆନାର୍ ଗିନେ ମୁୟ୍ଁ ଜଃୟ୍ଲେ ଆଚି ।