Adoração
A adoração é a resposta do coração humano à majestade de Deus. Deus é Espírito e importa que os que o adoram o adorem em espírito e em verdade — com todo o ser.
Adorar em espírito
Deus é Espírito e importa que os adoradores o adorem em espírito e em verdade. A adoração verdadeira brota do coração.
ଇସ୍ୱର୍ ଆତ୍ମା । ଆର୍ ଜୁୟି ଲକ୍ମଃନ୍ ଇସ୍ୱରାର୍ ସେବା କଃର୍ତି, ସେମଃନ୍ ସଃତ୍ ଆର୍ ଆତ୍ମାୟ୍ ହୁର୍ନ୍ ଅୟି ହୁଜା କଃର୍ତା ବିଦି ।"
ମଃତର୍ ଜୁୟି ଦିନ୍ ସଃତ୍ ସେବାକଃର୍ତା ଲକ୍ମଃନ୍ ଆତ୍ମାୟ୍ ଆର୍ ସଃତ୍ୟା କଃରି ଉବାର୍ ହୁଜା କଃର୍ତି, ସେନ୍କାର୍ ଦିନ୍ ଆସୁଲି, ଆରେକ୍, ଅଃବେ ହେଁ ଆୟ୍ଲିନି, କାୟିତାକ୍ବଃଲେକ୍ ଉବା ଅଃନ୍କାର୍ ହୁଜାକଃର୍ତା ଲକ୍ମଃନ୍କେ ମଃନ୍ କଃରେଦ୍ । ଇସ୍ୱର୍ ଆତ୍ମା । ଆର୍ ଜୁୟି ଲକ୍ମଃନ୍ ଇସ୍ୱରାର୍ ସେବା କଃର୍ତି, ସେମଃନ୍ ସଃତ୍ ଆର୍ ଆତ୍ମାୟ୍ ହୁର୍ନ୍ ଅୟି ହୁଜା କଃର୍ତା ବିଦି ।"
ଜିସୁ ତାକ୍ କୟ୍ଲା, "ଏ ଆୟା, ମର୍ କଃତା ସଃତ୍କଃର୍, ଗଟ୍ ଦିନ୍ ଆସେଦ୍, ଲକ୍ମଃନ୍ ଉବାକ୍ ଇ ଡଙ୍ଗ୍ରେ କି ଜିରୁସାଲମେ ସେବା ନଃକେର୍ତି । ତୁମି ସମିରଣିୟ ମଃନ୍ ସଃତ୍କଃରି କାକେ ସେବା କଃରୁଲାସ୍ ନଃଜାଣୁଲାସ୍; ମଃତର୍ ଅଃମି ଜିଉଦିମଃନ୍ କାକେ ସେବା କଃରୁଲୁ ଜାଣୁଲୁ, ବଃଲେକ୍ ମୁକ୍ତି କଃର୍ତାର୍ ଜିଉଦିମଃନାର୍ ତଃୟ୍ହୁଣି ଆସେଦ୍ । ମଃତର୍ ଜୁୟି ଦିନ୍ ସଃତ୍ ସେବାକଃର୍ତା ଲକ୍ମଃନ୍ ଆତ୍ମାୟ୍ ଆର୍ ସଃତ୍ୟା କଃରି ଉବାର୍ ହୁଜା କଃର୍ତି, ସେନ୍କାର୍ ଦିନ୍ ଆସୁଲି, ଆରେକ୍, ଅଃବେ ହେଁ ଆୟ୍ଲିନି, କାୟିତାକ୍ବଃଲେକ୍ ଉବା ଅଃନ୍କାର୍ ହୁଜାକଃର୍ତା ଲକ୍ମଃନ୍କେ ମଃନ୍ କଃରେଦ୍ ।
ସେତାକ୍ ସେ କୟ୍ଲା, "ମାପୁର୍ ମୁୟ୍ ବିସ୍ୱାସ୍ କଃରୁଲେ ।" ଆର୍ ସେ ଇରି କୟ୍ ଜିସୁର୍ ହାଦେ ଡୁଳି ଜୁଆର୍ କଃଲା ।
ତଃବେ ଜିସୁ ଉତୁର୍ ଦିଲା, "ଦୁର୍ ଅଃଉ, ସୟ୍ତାନ୍ ! ସାସ୍ତରେ ଲେକା ଆଚେ, ‘ତୁୟ୍ ତର୍ ମାପୁର୍ ଇସ୍ୱର୍କେ ଜୁଆର୍ କଃର୍ ଆର୍ ତାର୍ ହଃକା ସେବା କଃର୍ ।’"
ଜିସୁ ତାକ୍ ଉତୁର୍ ଦିଲା, "ସାସ୍ତରେ ଲେକା ଅୟିଆଚେ, ‘ତୁୟ୍ ତର୍ ମାପୁର୍ ଇସ୍ୱର୍କେ ଜୁଆର୍ କଃର୍ ଆର୍ ତାର୍ ହଃକା ସେବା କଃର୍ ।’"
ଇସ୍ୱରାର୍ ସେବାୟ୍ ଜିବନ୍ କାଟ୍ତାର୍
ତଃବେ ଏ ବାୟ୍ବେଣିମଃନ୍ ମୁୟ୍ଁ ତୁମିମଃନ୍କେ ଇସ୍ୱରାର୍ ଦଃୟାର୍ ଗିନେ ଗଃଉଆରି କଃରୁଲେ; ତୁମିମଃନ୍ ନିଜାର୍ ନିଜାର ଗଃଗାଳ୍କେ ଜିବନ୍ ରିଲାର୍, ପବିତ୍ର ଆର୍ ଇସ୍ୱର୍ ମଃନ୍କଃଲା ହୁଜା ହର୍ ଦଃୟ୍ଦିଆସ୍, ଇରି ତ ତୁମିମଃନାର୍ ଇସ୍ୱର୍ ତଃୟ୍ ଟିକ୍ ସେବା ।
ଇସ୍ୱରାର୍ ସେବାୟ୍ ଜିବନ୍ କାଟ୍ତାର୍
ତଃବେ ଏ ବାୟ୍ବେଣିମଃନ୍ ମୁୟ୍ଁ ତୁମିମଃନ୍କେ ଇସ୍ୱରାର୍ ଦଃୟାର୍ ଗିନେ ଗଃଉଆରି କଃରୁଲେ; ତୁମିମଃନ୍ ନିଜାର୍ ନିଜାର ଗଃଗାଳ୍କେ ଜିବନ୍ ରିଲାର୍, ପବିତ୍ର ଆର୍ ଇସ୍ୱର୍ ମଃନ୍କଃଲା ହୁଜା ହର୍ ଦଃୟ୍ଦିଆସ୍, ଇରି ତ ତୁମିମଃନାର୍ ଇସ୍ୱର୍ ତଃୟ୍ ଟିକ୍ ସେବା । ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟିରି, ତାର୍ ଆକାୟ୍ କୁୟି ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
ବଃଲେକ୍ ସଃବୁ ବିସୟ୍ ଇସ୍ୱର୍ ତଃୟ୍ହୁଣି ତିଆର୍ ଅୟିଆଚେ, ସଃବୁ ବିସୟ୍ ତାର୍ ଗିନେ ଆର୍ ତାର୍ ଜଃଜ୍ମାନ୍ ଗିନେ ଅୟିଆଚେ । ଜୁଗେଜୁଗେ ତାର୍ ଜଃଜ୍ମାନ୍ । ଆମେନ୍ ।
ବଃଲେକ୍ ଦଃର୍ମ୍ସାସ୍ତରେ ଲେକା ଆଚେ,
"ମାପୁର୍ କଃଉଁଲା, ଅଃମି ଜିବନ୍ ମାପୁର୍, ତଃବାର୍ ଗିନେ,
ସଃବୁଲକ୍ ମର୍ ମୁଏଁ ମାଣ୍ଡିକୁଟା ଟେସ୍ତି,
ଆର୍ ମକ୍ ଇସ୍ୱର୍ ବଃଲି ସଃବୁ ଲକ୍ ମାନ୍ତି ।"
Louvor e reverência
Vinde, adoremos e prostremo-nos. Louvai ao Senhor! Todo ser que respira louve o nome glorioso do Senhor.
Declarações de adoração
Tu és digno, Senhor, de receber glória e honra! Ao Senhor pertence a grandeza, o poder, a glória e a majestade.
"ଏ ଅଃମିମଃନାର୍ ମାପୁର୍ ଇସ୍ୱର୍,
ତୁୟ୍ ଜଃଜ୍ମାନ୍, ମାନ୍ତି ଆର୍ ସଃକ୍ତି ହାଉଁକ୍ ଜୟ୍ଗ୍,
ତୁୟ୍ ସଃବୁ ଉବ୍ଜାଣ୍ କଃରି ଆଚ୍ସି,
ଆର୍ ତର୍ ଇଚାୟ୍ ସେସଃବୁ ଜିବନ୍ ହାୟ୍ଁ ଉବ୍ଜାଣ୍ ଅୟିଆଚେ ।"
"ଇସ୍ୱର୍କେ ଡିରା ଆର୍ ତାକ୍ ଜଃଜ୍ମାନ୍ ଦିଆସ୍, କାୟିତାକ୍ବଃଲେକ୍ ତାର୍ ବିଚାର୍ ବେଳା ଆସି କେଟିଆଚେ, ଆରେକ୍ ଜେ ଅଃଗାସ୍, ହୁର୍ତି, ସଃମ୍ନ୍ଦ୍ ଆର୍ ଚିଉଆହାଣିମଃନ୍ ଉବ୍ଜାୟ୍ ଆଚେ, ତାକ୍ ଜୁଆର୍ କଃରା ।"
ଏ ମାପୁର୍, କେଏ ତକ୍ ନଃଡିରେ ?
କେଏ ତର୍ ନାଉଁଏ ଜଃଜ୍ମାନ୍ ଗିତ୍ ନଃକୟ୍ଁ ?
କାୟିତାକ୍ବଃଲେକ୍ ଅଃବ୍କା ତୁୟ୍ହଃକା ପବିତ୍ର;
ସଃବୁ ଜାତି ଆସି ତକ୍ ଜୁଆର୍ କଃର୍ତି,
କାୟିତାକ୍ବଃଲେକ୍ ତର୍ ବିଦି କାମ୍ସଃବୁ ଜାଣା ହଃଳି ଆଚେ ।"
ମୁୟ୍ ଜହନ୍, ଇ ସଃବୁ ବିସୟ୍ ନିଜେ ସୁଣିଆଚି ଆର୍ ଦଃକିଆଚି । ସଃବୁ ସୁଣ୍ଲା ଆର୍ ଦଃକ୍ଲା ହଃଚେ, ଜୁୟି ଦୁତ୍ ମର୍ ତଃୟ୍ ସେରି ଜାଣାୟ୍ଲା, ତାର୍ ହାଦ୍ ତଃଳେ ଡୁଳି ତାକ୍ ଜୁଆର୍ କଃରୁକେ ଜାତି ରିଲେ । ମଃତର୍ ସେ କୟ୍ଲା, "ସେବାନ୍ୟା କଃର୍ ନାୟ୍, କାୟିତାକ୍ବଃଲେକ୍ ମୁୟ୍ ହେଁ ତର୍ ହର୍ ଗଟେକ୍ ଗତିଦଃଙ୍ଗ୍ଳା । ତର୍ ଜୁୟି ବାବ୍ବାଦି ବାୟ୍ମଃନ୍ ଆର୍ ଜୁୟି ସଃବୁ ଲକ୍ ଇ ପୁସ୍ତକାର୍ କଃତା ହଃର୍କାରେ କଃତା ମାନି ରେତି, ସେମଃନାର୍ ହର୍ ମୁଏଁ ହେଁ ଗଟେକ୍ ସେବାକାରି । ଇସ୍ୱର୍କେ ଜୁଆର୍ କଃର୍ ।"
ଇତାର୍ ଗିନେ ଇସ୍ୱର୍ ତାକେ ସଃବ୍କେ ଅଃଦିକ୍ ବଃଡ୍ କଃରି ଆଚେ,
ଆରେକ୍ ସଃବ୍କାର୍ ନାଉ ତଃୟ୍ହୁଣି ଅଃଦିକ୍ ବଃଡ୍ ନାଉ ଦିଲା ଆଚେ,
ଜଃନ୍କଃରି ସଃର୍ଗ୍, ମଃୟ୍ଚ୍,
ଆର୍ ହଃତାଳେ ରିଲା ହଃତି ଲକ୍
ଜିସୁର୍ ନାଉଁଏ ମୁଣ୍ଡିଆ ମାର୍ତି,
ଆରେକ୍, ଉବା ଇସ୍ୱରାର୍ ଜଃଜ୍ମାନାର୍ ଗିନେ
ହଃତି ଜିବ୍ ଜିସୁ କ୍ରିସ୍ଟ ମାପୁର୍ ବଃଲି କୟ୍ଦ୍ ।
Sacrifício de louvor
Por meio de Jesus ofereçamos sempre sacrifício de louvor. Cantai ao Senhor, celebrai em salmos — enchei-vos do Espírito.
ତଃବେ ଆସା, ଅଃମିମଃନ୍ ଇସ୍ୱରାର୍ ଗିନେ ଗୁଣ୍ଗିତ୍ ହର୍ ହୁଜା, ବଃଲେକ୍ ତାର୍ ନାଉ ଦଃର୍ତା ଅଟିର୍ ହଃଳ୍ ସଃବୁବଃଳ୍ ଟେକି ଦେଉଁଆ ।
ତଃବେ ଆସା ଅଃମି ମାପୁର୍କେ ଦନ୍ୟବାଦ୍ ଦେଉଁଆ ବଃଲେକ୍ ଅଃମି ଲଃଦ୍ବଃଦ୍ ନଃଉତାର୍ ରାଇଜ୍ ହାୟ୍ଆଚୁ, ସେତାର୍ଗିନେ ଅଃମି ଦନ୍ୟବାଦ୍ ଦେଉଁଆ ଆର୍ ବକ୍ତି ଆର୍ ଡିର୍ ସଃଙ୍ଗ୍ ଇସ୍ୱରାର୍ ସଃର୍ଦାର୍ ଲକ୍ ଅୟି ତାର୍ ହୁଜା କଃରୁଆଁ । କାୟିତାକ୍ବଃଲେକ୍ ଅଃମିମଃନାର୍ ଇସ୍ୱର୍ ନାସ୍କାରି ଜୟ୍ ହର୍ ।
ବଜନ୍ ଗିତ୍, ତୁତିଗାନ୍ ଆର୍ ବକ୍ତି ଗିତ୍ କୟ୍ ସଃବ୍କେ ସଃର୍ଦା କଃରାଉଆ । ତୁମାର୍ ମଃନ୍ ବିତ୍ରେ ହୁଣି ମାପୁରାର୍ ଗିନେ ବଜନ୍ ଆର୍ ପବିତ୍ର ଗିତ୍ କଃଉଆ ।
କ୍ରିସ୍ଟର୍ କଃତା ତୁମିମଃନାର୍ ମଃନେ ଜଃବର୍ ବାସାକଃର; ତୁମିମଃନ୍ ହଃତିଲକ୍ ହୁର୍ନ୍ ବୁଦିର୍ ସଃଙ୍ଗ୍ ସିକାଉଆ ଆର୍ ଚେତାଉଆ, ଆରେକ୍ ଇସ୍ୱରାର୍ ଗିନେ ଗିତ୍ ପ୍ରସଂସା, ଦଃର୍ମ୍ ଗିଆନେ ମଃନ୍ସଃହ୍ରି ଗିତ୍ କଃଉଆ ।
ମଃତର୍ ମଃଜାରାତି ପାଉଲ୍ ଆର୍ ସିଲା ଇସ୍ୱର୍ ତଃୟ୍ ପାର୍ତ୍ନା ଆର୍ ପ୍ରସଂସାର୍ ଗିତ୍ କଃଉତି ରିଲାୟ୍, ଆର୍ ବିନ୍ କଃୟ୍ଦିମଃନ୍ ସୁଣ୍ତି ରିଲାୟ୍ ।
ଇସ୍ୱର୍କେ ପାଉଲାର୍ ଦନ୍ୟବାଦ୍
ଆସା, ଅଃମାର୍ ଇସ୍ୱର୍ ଆର୍ ମାପୁର୍ ଜିସୁ କ୍ରିସ୍ଟର୍ ଉବାକେ ଦନ୍ୟବାଦ୍ ଜାଣାଉଁଆ, ସେ ଦଃୟା କଃର୍ତା ଉବା ଆର୍ ଜାର୍ ତଃୟ୍ହୁଣି ସଃବୁ ସୁସ୍ତା ଆସେଦ୍ । ସେ ଅଃମାର୍ ସଃବୁ ଦୁକ୍କଃସ୍ଟେ ସୁସ୍ତା ଦଃୟ୍ଦ୍, ସେ ସୁସ୍ତା ତଃୟ୍ ଅଃମି କଃସ୍ଟ ବୟଃଗ୍ କଃର୍ତା ଦିନ୍ ଲକ୍ମଃନ୍କେ ସୁସ୍ତା ଦେଉଁ ହାରୁ, ଜୁୟି ସୁସ୍ତା ଅଃମି ନିଜେ ଇସ୍ୱର୍ ତଃୟ୍ହୁଣି ହାୟ୍ଆଚୁ ।
ଜାୟ୍ରି ଅଃମିମଃନ୍ ଦଃକି ଆଚୁ ଆର୍ ସୁଣି ଆଚୁ ସେରି ତୁମିମଃନ୍କେ ହେଁ ଜାଣାଉଁଲୁ, ଜଃନ୍କଃରି ତୁମିମଃନ୍ ହେଁ ଅଃମିମଃନାର୍ ସଃଙ୍ଗ୍ ମିସାବିଳା କଃରୁ ହାରାସ୍, ଅଃମିମଃନାର୍ ଉବା ଆର୍ ତାର୍ ହୟିସି ଜିସୁ କ୍ରିସ୍ଟର୍ ସଃଙ୍ଗ୍ ଆଚେ ।
Adoração como vida
Exaltai ao Senhor, prostrai-vos ante o escabelo dos seus pés. A adoração genuína transforma o adorador e agrada o Criador.
Falsa adoração
Não terás outros deuses diante de mim. Não adorarás ídolos. A adoração exclusiva ao Senhor é mandamento inegociável.
ତୁମି ସେମଃନ୍କେ ଜୁଆର୍ କଃରାନାୟ୍, କି ସେମଃନାର୍ ସେବା କଃରା ନାୟ୍; ବଃଲେକ୍ ମୁୟ୍ ତୁମାର୍ ଜିଅବା ଇସ୍ୱର୍ ନିଜାର୍ ଜଃଜ୍ମାନ୍ ରଃକ୍ୟା କଃର୍ତା ଇସ୍ୱର୍, ଆରେକ୍ ଜୁୟ୍ଲକ୍ମଃନ୍ ମକ୍ ଗୁର୍ନା କଃର୍ତି, ମୁୟ୍ ସେମଃନ୍କେ ତିନି ଆର୍ ଚାରି ଟିକିର୍ ହଃତେକ୍ ହୟ୍ସିମଃନାର୍ ଉହ୍ରେ ଉବାସି କଃଲା ହାହାର୍ ବାଦୁଲ୍ ନଃୟ୍ଦ୍;
ତୁମିମଃନ୍ ବିନ୍ କୁୟି ଦେଉତାର୍ ସେବା କଃରାନାୟ୍, ବଃଲେକ୍ ମର୍ ନାଉ ଜିଅବା ନିଜାର୍ ଜଃଜ୍ମାନ୍ ବାଚାଉଁକେ ଜଃଗ୍ରାତ୍, ମୁଁୟ୍ ନିଜାର୍ ଜଃଜ୍ମାନ୍ ବାଚାଉଁକେ ଜଃଗ୍ରାତ୍କାରି ଇସ୍ୱର୍।
ମସା ତୁମ୍ ବିତ୍ରେ ହୁର୍ଲାକେ, ମେଗ୍ କଃମ୍ ଉତ୍ରି ଆସି ତୁମ୍ ଦୁଆରେ ଟିଆ ଅୟ୍ଲି, ଆର୍ ମାପୁର୍ ମସାର୍ ସଃଙ୍ଗ୍ କଃତାଅୟ୍ଲା। ତୁମ୍ ଦୁଆରେ ଟିଆ ଅୟ୍ଲା ମେଗ୍ କଃମ୍କେ ଦଃକି ସଃବୁ ଲକ୍ ଉଟି ହଃତି ଲକ୍ ନିଜାର୍ ନିଜାର୍ ତୁମ୍ ଦୁଆରେ ରଃୟ୍ ଜୁଆର୍ କଃଲାୟି।
ମାପୁର୍ ଅଃଉଁଲା ମର୍ ବଃଳ୍ ଆର୍ ଗିତ୍ ସେ ମର୍ ଉଦାର୍କାରି ଅୟିଆଚେ, ସେ ମଃର୍ ଜେହବା, ମୁୟ୍ ତାର୍ ଗୁଣ୍ ଗାୟ୍ଁନ୍ଦ୍; ସେ ଅଃମାର୍ ଦାଦିବାବୁର୍ ଇସ୍ୱର୍ ଅଃମି ତାର୍ ଗୁଣ୍ ଗାଉଁନ୍ଦ୍।
ଏ ମାପୁର୍, ତର୍ ସଃମାନ୍ ଆର୍ କୁୟି ଦେଉତା ଆଚେ କି? ନାୟ୍, ତର୍ ହର୍ ଆରେକ୍ କେ ହେଁ ନାୟ୍ ତୁୟ୍ ପବିତ୍ର। ତୁୟ୍ କାବା ଅଃଉତା ସଃକ୍ତିଏ ହୁର୍ନ୍, ତୁୟ୍ ବଃଡେ କାବା ଅଃଉତା କାମ୍ କଃର୍ସି।
ତୁମିମଃନ୍ ତୁମାର୍ ମାପୁରାର୍ ସେବା କଃରାସ୍; ତଃବେ ସେ ତୁମାର୍ ଅଃର୍ନ୍ ଜାଣାୟି ଆସିର୍ବାଦ୍ କଃରେଦ୍, ଆରେକ୍, ମୁୟ୍ ତୁମାର୍ ତଃୟ୍ହୁଣି ରଗ୍ ଦୁର୍ କଃରିନ୍ଦ୍।
ଆରେକ୍ ମାପୁର୍ କୟ୍ଲା ଇ ଲଃକ୍ମଃନ୍ ମର୍ ଲଃଗେ ଆସ୍ତି ଆର୍ ସେମଃନ୍ ନିଜାର୍ ନିଜାର୍ ଟଣ୍ଡେ ମକେ ଜୁଆର୍ କଃର୍ତି ମଃତର୍ ସେମଃନାର୍ ମଃନ୍ବିତ୍ରେ ମର୍ ତଃୟ୍ ହୁଣି ଦୁରି ଆଚ୍ତି ଆର୍ ମର୍ ବିସୟେ ଜୁୟି ଡିର୍ ଆଚେ, ସେରି ମାନାୟ୍ ତଃୟ୍ ହୁଣି ସିକ୍ଲା ନିୟମ୍।
ଜଃଜ୍ମାନାର୍ ଗିତ୍
ଏ ଇସ୍ୱର୍ ତୁୟ୍ ମର୍ ସଃତାର୍ ଇସ୍ୱର୍; ମୁୟଁ ତର୍ ଜଃଜ୍ମାନ୍ କଃରିନ୍ଦ୍, ମୁୟଁ ତର୍ ନାଉଁଏ ସଃର୍ଦା କଃରିନ୍ଦ୍; କାୟିତାକ୍ ବଃଲେକ୍ ତୁୟ୍ କାବାଅଃଉତା ଜଃଜନା କଃରି ଆଚ୍ସି, ତୁୟ୍ ସେକାଳେ ଜାୟ୍ରି କୟ୍ ରିଲିସ୍, ସେରି ଜଃବାଉ ସଃତ୍ ଅୟିଆଚେ।
ମଃତର୍ ଇସ୍ୱରାର୍ ତଃୟ୍ହୁଣି ଇସ୍ୱରାର୍ ସେବା କଃରୁକେ ଚାଡିକଃରି ସେମଃନ୍ ଅଃଗାସାର୍ ହୁଜା କଃରୁକେ ଦଃର୍ଲାୟ୍, ଜଃନ୍କଃରି ବାବ୍ବାଦିର୍ ସାସ୍ତରେ ଲେକା ଆଚେ-
"ଏ ଇସ୍ରାଏଲ୍ ବଃଉଁସ୍ ସୁକ୍ଲା ବଃଟାୟ୍ ଚାଳିସ୍ ବଃର୍ସ୍ ହଃତେକ୍
ତୁମିମଃନ୍ କାୟି ଅଃମାର୍ ଗିନେ
ମେଣ୍ଡା ହୁଜା ଆର୍ ହସୁହୁଜା ଦଃୟ୍ନଃରିଲାସ୍,
‘ତଃବେ ତୁମିମଃନ୍ ସେବା କଃରୁକେ ଜୁୟି ହୁତ୍ଳା ସଃବୁ ତିଆର୍ କଃରି ରିଲାସ୍,
ସେ ମାଲେକ୍ ଦେବ୍ତାର୍ ତୁମ୍ବ୍
ଆର୍ ରମ୍ପା ଦେବ୍ତାର୍ ତାରାକେ ତୁମିମଃନ୍ ବୟ୍ଲାସ୍ ।
ଇତାକ୍ ମୁୟ୍ଁ ତୁମିମଃନ୍କେ ବାନ୍ଦିକଃରି ବାବିଲନ୍ ତଃୟ୍ର୍ ସେହାଟି ହଃଟାୟ୍ନ୍ଦ୍ ।’"
ଜୁୟ୍ମଃନ୍ ଦଃର୍ସନ୍ ଚଃଲାକି ସୁସାର୍ ଆର୍ ସଃର୍ଗ୍ଦୁତ୍ ହୁଜା ଉହ୍ରେ ମଃନ୍ ଦଃୟି ନିଜ୍କେ ଗଃର୍ବ୍ କଃର୍ତି, ସେମଃନ୍କେ ଦଃକି ନିଜ୍କେ ସାନ୍ ବାବାନାଁୟ୍ ଇହର୍ ଲକ୍ମଃନ୍ ନିଜ୍କେ ମାନାୟ୍ ମଃନାର୍ ବାବ୍ନାୟ୍ ହଲ୍ୟା ଗଃର୍ବେ ଗଃର୍ବ୍ କଃର୍ତି । ଗଃଗାଳାର୍ ମୁଣ୍ଡ୍ ହର୍ କ୍ରିସ୍ଟର୍ ତଃୟ୍ ହୁଣି ସେମଃନ୍ ଦୁର୍ ଅୟି ଆଚ୍ତି ତାର୍ତଃୟ୍ ହୁଣି ଗଃଗାଳାର୍ ସବୁ ଗଃଟିମଃନ୍ ଆର୍ ଚିର୍ମଃନାର୍ ଗିନେ ଉହ୍କାର୍ ହାୟ୍ଁ ଦୁମା ଅୟ୍ଦ୍ ଆର୍ ଗଃଗାଳ୍ ଇସ୍ୱରାର୍ ଇଚା ହଃର୍କାରେ ବାଡେଦ୍ ।
କେଏ ହେଁ କଃନ୍କଃରି ତୁମିମଃନ୍କେ ନଃବୁଲ୍କାଅ, କାୟିତାକ୍ବଃଲେକ୍ ହଃର୍ତୁ ଜୁଜ୍ ଗଃଟେଦ୍, ସେ ଅଃଦଃର୍ମି ଲକ୍ ଆସେଦ୍; ଆର୍ ତାକେ ନଃର୍କେ ହଃକାୟ୍ ନଃକେର୍ତା ହଃତେକ୍ ମାପୁରାର୍ ଦିନ୍ ନାସେ । ଇ ସେ ଅଃଦଃର୍ମି ମାନାୟ୍ ଜେ ହୁଜା ହାୟ୍ଁ ଇସ୍ୱର୍କେ ବିରଦ୍ କଃରେଦ୍ । ଆର୍ ସଃବାର୍ ତଃୟ୍ ହୁଣି ସେ ନିଜ୍କେ ଅଃଦିକ୍ ବଃଡ୍ କଃରେଦ୍, ଆର୍ ଇବାନ୍ୟା ଇସ୍ୱରାର୍ ମନ୍ଦିରେ ବଃସି ସେ ନିଜ୍କେ ଇସ୍ୱର୍ ବଃଲି ଦଃକାୟ୍ ଅୟ୍ଦ୍ ।
Exemplos de adoração
Jó adorou em meio ao sofrimento. Esdras adorou na restauração. Paulo e Silas adoraram na prisão — e Deus respondeu.
ଆର୍ ସେମଃନ୍ ଇସ୍ୱର୍କେ ଦନ୍ୟବାଦ୍ ଆର୍ ଜୁଆର୍ କଃରି ଗିତ୍ କୟ୍ଲାୟ୍, " ସେ ଉହ୍କାର୍କାରି ବଃଲେକ୍ ଇସ୍ରାଏଲାର୍ ହାୟ୍ଁ ତାର୍ ଲାଡ୍ ଜୁଗ୍ଜୁଗାର୍ ଇସ୍ୱରାର୍" ଗଃରେ ଜିମି ବଃସାଉଁକେ ସେମଃନ୍ ଇସ୍ୱର୍କେ ଗୁଣ୍ ଗାଉତାବଃଳ୍ ସଃବୁ ଲକ୍ ବେସି ସଃବଦେ ଗିତ୍ କୟ୍ଲାୟ୍।
ଇତାର୍ଗିନେ ମୁୟଁ ନବୁକଦ୍ନିତ୍ସର୍ ବଃଲେକ୍ ତାର୍ ସଃବୁକାମ୍ ସଃତ୍ ଆର୍ ତାର୍ ସଃବୁ କାମ୍ ନିୟମାର୍; ଆରେକ୍, ଜୁୟ୍ଲକ୍ମଃନ୍ ଗଃର୍ବ କଃର୍ତି, ସେମଃନ୍କେ ତଃଳେ କଃରୁକ୍ ତାର୍ ସଃକ୍ତି ଆଚେ।
ଜେସୁୟ ଆର୍ କଦ୍ମିଏଲ୍, ବାନି, ହସବନିୟ, ସେରେବିୟ, ହଦିୟ, ସବନିୟ ଆର୍ ପତାହିୟ, ଆର୍ ଲେବିୟମଃନ୍ କୟ୍ଲାୟ୍, ଉଟା, ଆରୁମ୍ ନୟ୍ଲା କାଳେ ହୁଣି ସଃବୁ ବଃଳାର୍ ମାପୁର୍ ତୁମାର୍ ଇସ୍ୱରାର୍ ଦନ୍ୟବାଦ୍ କଃରା; ଆରେକ୍, ସଃବୁ ଦନ୍ୟବାଦ୍ ଆର୍ ଜଃଜ୍ମାନ୍ ତଃୟ୍ହୁଣି ଉଚ୍ ତର୍ ଜଃଜ୍ମାନାର୍ ନାଉ ଦନ୍ୟ ଅଃଉଅ।
ଇସ୍ୱରାର୍ ଚଃମେ ଆସା, ତଃବେ ସେ ତୁମିମଃନାର୍ ଚଃମେ ଅୟ୍ଦ୍ । ଏ ହାହିମଃନ୍, ତୁମିମଃନାର୍ ଆତ୍ ନିର୍ମୁଳ୍ କଃରା, ଆରେକ୍ ଏ ଦୁୟ୍ ମଃନ୍ୟାମଃନ୍, ତୁମିମଃନାର୍ ମଃନ୍ ନିର୍ମୁଳ୍ କଃରା ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.