Agradecimento pela família
Agradecer pela família é reconhecer a bênção mais preciosa que Deus nos concede. Os filhos são herança do Senhor — cada membro da família é presente divino a ser celebrado.
ପିଲାମନର୍ ପିଲାମନ୍ ଡକ୍ରା ଲକ୍ମନର୍ ମୁଣ୍ଡର୍ ମୁକୁଟ୍; ଆରି, ପିଲାମନର୍ ଡାକ୍ପୁଟା ଅଇଲାନି ସେମନର୍ ଆନିଦାଦିମନ୍ ।
ପାଉଲର୍ ପାର୍ତନା
ମୁଇ ତମ୍କେ ଜେତ୍କିତର୍ ଏତାଇଲିନି, ସେତ୍କିତର୍ ମର୍ ପର୍ମେସର୍କେ ଦନିଅବାଦ୍ ଦେଇତେରଇବି ।
ଉଁ, ଆମର୍ ପର୍ମେସରର୍ ମୁଆଟେ ତମର୍ ଲାଗି ଆମେ ସବୁଲକ୍ ସାର୍ଦା ଅଇଲୁନି । ସେଟାର୍ପାଇଁ ତମର୍ଲାଗି ପର୍ମେସର୍କେ ଦନିଅବାଦ୍ ଦେଲୁନି ।
ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ ।
"ତାର୍ ମନ୍ ବିତ୍ରେ ରଇଲା ପୁରାପୁରୁନ୍ ଜିବନ୍ ଦୁକାଇବା ତେଇଅନି ଆମେ ସବୁ ଆସିର୍ବାଦ୍ ପାଇଆଚୁ । ଉଁ, ଆସିର୍ବାଦର୍ ପଚେ ଆସିର୍ବାଦ୍ ପାଇଆଚୁ ।
ଜେନ୍ତାରି କି ମୁଇ ଆଜି ତକେ ଆସିର୍ବାଦ୍ କଲିନି, ଏନ୍ତାରି ଜିବନ୍ ରଇଲା ଲକ୍ ତର୍ ଆସିର୍ବାଦ୍ କର୍ବାଇ; ବାବା ତାର୍ ପିଲାମନ୍କେ ସତ୍ କାତା କଇ ଜାଗର୍ତା କୁରାଇସି ।